ETV Bharat / city

ପାର୍ବଣରେ ପୂର୍ବତଟ ରେଳବାଇର ପ୍ରସ୍ତୁତି, ଗଡିବ ୫ ସ୍ବତନ୍ତ୍ର ଟ୍ରେନ

author img

By

Published : Oct 11, 2021, 6:28 PM IST

Updated : Oct 11, 2021, 6:37 PM IST

ପାର୍ବଣରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ଓ ସହଜ କରିବା ପାଇଁ ଭାରତୀୟ ରେଳବାଇର ପ୍ରସ୍ତୁତି । ପୂର୍ବତଟ ରେଳବାଇ ପକ୍ଷରୁ ଗଡିବ ୫ ସ୍ବତନ୍ତ୍ର ଟ୍ରେନ । ଅଧିକ ପଢନ୍ତୁ...

ପାର୍ବଣରେ ପୂର୍ବତଟ ରେଳବାଇର ପ୍ରସ୍ତୁତି, ଗଡିବ ୫ ସ୍ବତନ୍ତ୍ର ଟ୍ରେନ
ପାର୍ବଣରେ ପୂର୍ବତଟ ରେଳବାଇର ପ୍ରସ୍ତୁତି, ଗଡିବ ୫ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଆଗକୁ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ଯାତାୟାତ ବ୍ୟବସ୍ଥାକୁ ସୁଗମ ଓ ସହଜ କରିବା ପାଇଁ ଭାରତୀୟ ରେଳବାଇର ପ୍ରସ୍ତୁତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୬ରୁ ନଭେମ୍ବର ୭ ମଧ୍ୟରେ ୫ଟି ପାର୍ବଣ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ରେଲୱେ ପକ୍ଷରୁ ଏ ନେଇ ସୋମବାର ହୋଇଛି ଘୋଷଣା ।

ପୁରୀ-ପାଟନା-ପୁରୀ ସ୍ପେଶାଲ୍ (ଟ୍ରେନ୍ ନଂ 08439/08440): ଏହି ଟ୍ରେନ୍ 16 ଅକ୍ଟୋବର 2021 ରୁ 31 ଅକ୍ଟୋବର 2021 ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ଏବଂ ଫେରିବା ଦିଗରେ, ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ମି.ରେ ପାଟନାରୁ ଛାଡିବ । ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ 08579/08580): ଏହି ଟ୍ରେନ୍ 13 ଅକ୍ଟୋବର 2021ରୁ 28 ଅକ୍ଟୋବର 2021 ମଧ୍ୟରେ ପ୍ରତି ବୁଧବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ଗୁରୁବାର ଦିନ ସନ୍ଧ୍ୟା ୭ଘଣ୍ଟା ୪୦ମି.ରେ ଛାଡିବ । ଏହି ଟ୍ରେନରେ ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି |

ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର (ଟ୍ରେନ୍ ନଂ 08583/08584): ଏହି ଟ୍ରେନ୍ 18 ଅକ୍ଟୋବର 2021 ରୁ 2 ନଭେମ୍ବର 2021 ମଧ୍ୟରେ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ଘଣ୍ଟା ୧୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ତିରୁପତି ଠାରୁ ପ୍ରତି ମଙ୍ଗଳ ବାର ଦିନ ରାତ୍ରି ୯ଘ.୫୫ମି.ରେ ଛାଡିବ । ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି |

ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ 08585/085806): ଏହି ଟ୍ରେନ୍ 19 ଅକ୍ଟୋବର 2021ରୁ 3 ନଭେମ୍ବର 2021 ମଧ୍ୟରେ ପ୍ରତି ମଙ୍ଗଳବାର ଦିନ ବିଶାଖାପାଟନମରୁ ସନ୍ଧ୍ୟା ୫ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦଠାରୁ ପ୍ରତି ବୁଧବାର ଦିନ ରାତ୍ରି ୯ଘ.୦୫ମି.ରେ ଛାଡିବ । ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

ହାଓଡ଼ା-ପୁରୀ - ହାୱଡ଼ା ସ୍ପେଶାଲ୍ (ଟ୍ରେନ୍ ନଂ 08179/08180): ଏହି ଟ୍ରେନ୍ 09 ଅକ୍ଟୋବର 2021 ରୁ 7 ନଭେମ୍ବର 2021 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ହାଓଡ଼ାଠାରୁ ରାତି ୮ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ପ୍ରତି ରବିବାର ଦିନ ସନ୍ଧ୍ୟା ୭ଘଣ୍ଟା ୨୦ମି.ରେ ଛାଡିବ । ଏହି ଟ୍ରେନରେ ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 11, 2021, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.