ETV Bharat / city

ସ୍ମାର୍ଟସିଟିରୁ ବିଦାୟ ନେଲେ ମା’

author img

By

Published : Oct 9, 2019, 10:41 PM IST

ଦୁର୍ଗାପୂଜାର କୋଳାହଳ ପରେ ଧରାପୃଷ୍ଠରୁ ବିଦାୟ ନେଲେ ମା ଜଗତଜନନୀ ଦୁର୍ଗା । ଶୃଙ୍ଖଳାର ସହ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଭୁବନେଶ୍ବରେ ମା'ଙ୍କ ଉସାଣୀ ଉତ୍ସବ ଅନୁଷ୍ଠିତ ହେଉଛି ।

ସ୍ମାର୍ଟସିଟିରେ ଭଷାଣି ଉତ୍ସବ

ଭୁବନେଶ୍ବର: ଦୁର୍ଗାପୂଜାର କୋଳାହଳ ପରେ ଧରାପୃଷ୍ଠରୁ ବିଦାୟ ନେଲେ ମା ଜଗତଜନନୀ ଦୁର୍ଗା । ଅଶ୍ରୁଳ ବିଦାୟ ଦେଲେ ଶ୍ରଦ୍ଧାଳୁ, ଭକ୍ତ ଏବଂ ଆୟୋଜକ । ଦୀର୍ଘ ଦିନର ପାର୍ବଣ ପରିବେଶର ଆଜି ପଡିଛି ପୂର୍ଣ୍ଣଛେଦ । ଭକ୍ତ ବି ଝୁରୁଛି ମା'କୁ, ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ସେହି କ୍ରମରେ ବୁଧବାର ଭୁବନେଶ୍ବର ଉପକଣ୍ଠ ଦୟା ନଦୀ କୂଳରେ ମା ଦୁର୍ଗାଙ୍କ ଭସାଣୀ ହେଉଛି ।

ସ୍ମାର୍ଟସିଟିରେ ଭଷାଣି ଉତ୍ସବ

ଭୁବନେଶ୍ବର କଟକ ରୋଡ ବ୍ୟବସାୟୀ ସଂଘ ଦୁର୍ଗା ମେଢ, ପୁରୁଣା ଷ୍ଟେସନ ବଜାର ମେଢ, ତ୍ରିନାଥ ବ୍ୟବସାୟୀ ସଂଘ ମେଢ କ୍ୟାପିଟାଲ ହାଟ, ଭୀମଟାଙ୍ଗି ଦୁର୍ଗାପୂଜା ମେଢ, ସାମନ୍ତରାପୁର ଦୁର୍ଗା ମେଢ, ବରଗଡ, ରବି ଟକିଜ, ଓଲଡ଼୍‌ଟାଉନ, କପିଳପ୍ରସଦ ସୁନ୍ଦର ପଦା, ଦୁର୍ଗାପୂଜା ମେଢ ଧଉଳି ଥାନା ଅଧିନରେ ଦୟା ନଦୀରେ ବିଏମସି ପକ୍ଷରୁ ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେଉଛି ।

ସ୍ମାର୍ଟସିଟିରେ ଭଷାଣି ଉତ୍ସବ

ସେହିପରି ଭୁବନେଶ୍ବର ରୂପାଲୀ ଛକରେ ପାରମ୍ପରିକ ବାଦ୍ୟ ମାଧ୍ୟମରେ ମା'ଙ୍କୁ ମେଲାଣୀ ଦିଆଯାଉଛି । ରୁପାଲି ଛକରୁ ଅତିକ୍ରମ କରୁଛି 21ରୁ ଅଧିକ ମେଢ । ଏ ହେଉଛି ରାଜଧାନୀ ଭଷାଣି ଉତ୍ସବ ସମିତିର ଦୃଶ୍ୟ...

ସ୍ମାର୍ଟସିଟିରେ ଭଷାଣି ଉତ୍ସବ

ସେହିପରି କୂଆଖାଇ ନଦୀ ପଠାରେ କରାଯାଇଥିବା କୃତ୍ରିମ ପୋଖରୀରେ ମା' ଙ୍କୁ ବିସର୍ଜନ କରାଯାଉଛି । ଦୁଇଟି କ୍ରେନ୍‌ ମାଧ୍ୟମରେ ମା'ଙ୍କୁ ଉଟାଇ ନେଇ ପୋଖରୀରେ ବିସର୍ଜନ କରାଯାଉଛି । କୌଣସି ଅଘଟଣ ନଘଟିବା ନେଇ ଘଟମାସ୍ଥଳରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ନିୟୋଜିତ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ତାପସ ପରିଡା ଓ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

Intro:ବିଦାୟ ନେଲେ ମା।

Body:ଦୁର୍ଗାପୂଜାର କୋଳାହଳ ପରେ ଧରାପୃଷ୍ଠରୁ ବିଦାୟ ନେଲେ ମା ଜଗତଜନନୀ ଦୁର୍ଗା।ଅଶ୍ରୁଳ ବିଦାୟ ଦେଲେ ଶ୍ରଦ୍ଧାଳୁ,ଭକ୍ତ ଏବଂ ଆୟୋଜକ।ଦୀର୍ଘ ଦିନର ପାର୍ବଣ ପରିବେଶର ଆଜି ପଡିଛି ପୂର୍ଣ୍ଣଛେଦ।ଭକ୍ତ ବି ଝୁରୁଛି ମା କୁ ,ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ସେହି କ୍ରମରେ ବୁଧବାର ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରେ ମା ଦୁର୍ଗାଙ୍କ ଭାଷାଣି ହେଉଛି।

ଭୁବନେଶ୍ୱର କଟକ ରୋଡ ବ୍ୟବସାୟୀ ସଂଘ ଦୁର୍ଗା ମେଢ, ପୁରୁଣା ଷ୍ଟେସନ ବଜାର ମେଢ,ତ୍ରିନାଥ ବ୍ୟବସାୟୀ ସଂଘ ମେଢ କ୍ୟାପିଟାଲ ହାଟ, ଭୀମଟାଙ୍ଗି ଦୁର୍ଗାପୂଜା ମେଢ,ସାମନ୍ତରାପୁର ଦୁର୍ଗା ମେଢ,ବରଗଡ ,ରବିଟକିଜ,ଓଲଡ଼ଟାଉନ, କପିଳପ୍ରସଦ ସୁନ୍ଦର ପଦା, ଦୁର୍ଗାପୂଜା ମେଢ ଧଉଳି ଥାନା ଅଧିନରେ ଦୟା ନଦୀରେ ବିଏମସି ପକ୍ଷରୁ ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେଉଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.