ETV Bharat / city

ବାଧା ସାଜିଲା ମେଘୁଆ ପାଗ, ଦେଖିପାରିଲେନି ସୂର୍ଯ୍ୟପରାଗ

ଓଡିଶାବାସୀ ଦେଖି ପାରିଲେ ନାହିଁ ସୁର୍ଯ୍ୟପରାଗ। କଳାବାଦଲ ସାଜିଲା ବାଧକ। ଅଧିକ ପଢନ୍ତୁ.....

author img

By

Published : Dec 26, 2019, 5:13 PM IST

ବାଧା ସାଜିଲା ମେଘୁଆ ପାଗ, ଦେଖିପାରିଲେନି ସୂର୍ଯ୍ୟପରାଗ
ବାଧା ସାଜିଲା ମେଘୁଆ ପାଗ, ଦେଖିପାରିଲେନି ସୂର୍ଯ୍ୟପରାଗ

ଭୁବନେଶ୍ବର: ଫସର ଫାଟିଲା ପ୍ଲାନେଟୋରିୟମର ସମସ୍ତ ଆୟୋଜନ। ରାଜ୍ୟବାସୀ ଦେଖି ପାରିଲେ ନାହିଁ ସୁର୍ଯ୍ୟପରାଗ । କଳାବାଦଲ ସାଜିଲା ବାଧକ।

ଗୁରୁବାର ଥିଲା 2019ର ଶେଷ ସୂର୍ଯ୍ୟପରାଗ । ଯାହାକୁ ଦେଖିବା ପାଇଁ ଭୁବନେଶ୍ବର ପ୍ଲାନେଟୋରିୟମ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଲୋକେ ପ୍ରାରମ୍ଭରେ ସୂର୍ଯ୍ୟ ପରାଗର ମଜା ନେଇ ପାରିବା ନେଇ ପ୍ଲାନେଟୋରିୟମର ପକ୍ଷରୁ ଦୁଇ ଦିନ ପୂର୍ବରୁ ହିଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା।

ଏନେଇ ସ୍ବତନ୍ତ୍ର କଳାଚଷମା ବିକ୍ରି ସହ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଖଞ୍ଜା ଯାଇଥିଲା ହେଲେ ଖରପ ପାଗ ଯୋଗୁ ଲୋକେ ସୂର୍ଯ୍ୟ ପରାଗ ଦେଖିପାରିଲେ ନାହିଁ। ପରେ ଅନେକ ଛୋଟ ଛୋଟ ପିଲା ନିରାଶ ହୋଇ ଘରକୁ ଫେରିଯାଇଥିବାର ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପ୍ଲାନେଟେରୀୟମ ର ସବୁ ଆୟୋଜନ ଫସର ଫାଟିଲା ,ଓଡ଼ିଶାର ରେ ଲୋକେ ଦେଖି ପାରିଲେ ନାହିଁ ସୁର୍ଯ୍ୟ ପରାଗ, କାରଣ କଳାବାଦଲ ସାଜିଲା ବାଧକ।

ଆଜି ଥିଲା 2019 ର ଶେଷ ସୂର୍ଯ୍ୟ ପରାଗ , ଯାହାକୁ ଦେଖିବା ପାଇଁ ଭୁବନେଶ୍ବର ପ୍ଲାନେଟରୀୟମ ପକ୍ଷରୁ ବ୍ୟାପକ ସୁବିଧା ସୁଯୋଗ କରାଯାଇଥିଲା। ଲୋକେ ଆରମ୍ଭ ରେ ସୂର୍ଯ୍ୟ ପରାଗ ର ମଜା ନେଇ ପାରିବିବେ ବୋଲି ପ୍ଲାନେଟେରୀୟମ ପକ୍ଷରୁ ଦୁଇ ଦିନ ପୂର୍ବ ରୁ ବିଭିନ୍ନ ପୂର୍ବ ପ୍ରସ୍ତୁତି କରାଯାଇ ଥିଲା। ସ୍ୱତନ୍ତ୍ର କଳାଚଷମା ବିକ୍ରି ସହ ଦୂରବିକ୍ଷଣ ଯନ୍ତ୍ର ବି ଖଞ୍ଜା ଯାଇଥିଲା ହେଲେ ଖରପ ପାଗ ଯୋଗୁ ଲୋକେ ସୂର୍ଯ୍ୟ ପରଗ ଦେଖି ପାରିଲେ ନାହିଁ। ଅନେଲ ଛେଟ ଛୋଟ ପିଲା ନିରାଶ ହୋଇ ଘର କୁ ଫେରିଯାଇଥିବାର ଦେଖିବା କୁ ମିଳିଛି। କିଛି କିଛି କ୍ଷଣ ପାଇଁ ସୂର୍ଯ୍ୟ ପରାଗ ଦେଖା ଯାଇ ଥିବା ବେଳେ ଅନେକ ସମୟ ଧରି ଆକାଶ ମେଘାଛନ ରହିଥିଲା। ପ୍ଲାନେଟେରୀୟମ ର ଉପ ନିର୍ଦେଶକ ମଧ୍ୟ ନିଜର ମତ ରଖି କହିଲେ ପରାଗ ରେ ଲାଗି ଗଲା ଗ୍ରହଣ, ହେଲେ ଯୋଉ ବି ସମୟ ପାଇଁ ସୂର୍ଯ୍ୟ ପାରାଗ ଦେଖା ଗଲେ ଲୋକେ କମ ବେଶୀ କରି ଦେଖିଛନ୍ତି।

Body:ପ୍ଲାନେଟେରୀୟମ ର ସବୁ ଆୟୋଜନ ଫସର ଫାଟିଲା ,ଓଡ଼ିଶାର ରେ ଲୋକେ ଦେଖି ପାରିଲେ ନାହିଁ ସୁର୍ଯ୍ୟ ପରାଗ, କାରଣ କଳାବାଦଲ ସାଜିଲା ବାଧକ।

ଆଜି ଥିଲା 2019 ର ଶେଷ ସୂର୍ଯ୍ୟ ପରାଗ , ଯାହାକୁ ଦେଖିବା ପାଇଁ ଭୁବନେଶ୍ବର ପ୍ଲାନେଟରୀୟମ ପକ୍ଷରୁ ବ୍ୟାପକ ସୁବିଧା ସୁଯୋଗ କରାଯାଇଥିଲା। ଲୋକେ ଆରମ୍ଭ ରେ ସୂର୍ଯ୍ୟ ପରାଗ ର ମଜା ନେଇ ପାରିବିବେ ବୋଲି ପ୍ଲାନେଟେରୀୟମ ପକ୍ଷରୁ ଦୁଇ ଦିନ ପୂର୍ବ ରୁ ବିଭିନ୍ନ ପୂର୍ବ ପ୍ରସ୍ତୁତି କରାଯାଇ ଥିଲା। ସ୍ୱତନ୍ତ୍ର କଳାଚଷମା ବିକ୍ରି ସହ ଦୂରବିକ୍ଷଣ ଯନ୍ତ୍ର ବି ଖଞ୍ଜା ଯାଇଥିଲା ହେଲେ ଖରପ ପାଗ ଯୋଗୁ ଲୋକେ ସୂର୍ଯ୍ୟ ପରଗ ଦେଖି ପାରିଲେ ନାହିଁ। ଅନେଲ ଛେଟ ଛୋଟ ପିଲା ନିରାଶ ହୋଇ ଘର କୁ ଫେରିଯାଇଥିବାର ଦେଖିବା କୁ ମିଳିଛି। କିଛି କିଛି କ୍ଷଣ ପାଇଁ ସୂର୍ଯ୍ୟ ପରାଗ ଦେଖା ଯାଇ ଥିବା ବେଳେ ଅନେକ ସମୟ ଧରି ଆକାଶ ମେଘାଛନ ରହିଥିଲା। ପ୍ଲାନେଟେରୀୟମ ର ଉପ ନିର୍ଦେଶକ ମଧ୍ୟ ନିଜର ମତ ରଖି କହିଲେ ପରାଗ ରେ ଲାଗି ଗଲା ଗ୍ରହଣ, ହେଲେ ଯୋଉ ବି ସମୟ ପାଇଁ ସୂର୍ଯ୍ୟ ପାରାଗ ଦେଖା ଗଲେ ଲୋକେ କମ ବେଶୀ କରି ଦେଖିଛନ୍ତି।

ବାଇଟ ଦେଖଣାହାରୀ
ବାଇଟ ଦେଖଣାହାରୀ
ବାଇଟ ଉପ ନିର୍ଦେଶକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.