ETV Bharat / city

ବର୍ଷାରୁ ନିସ୍ତାର, 5 ଦିନ ପାଗ ଶୁଖିଲା

author img

By

Published : Nov 1, 2019, 8:51 PM IST

ଦକ୍ଷିଣ ଓଡିଶାକୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । କେବଳ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ଆସନ୍ତା 2 ଦିନ ମଧ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି ।

ବର୍ଷାରୁ ନିସ୍ତାର, ପାଗ ଶୁଖିଲା ରହିବ

ଭୁବନେଶ୍ବର: ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟବାସୀକୁ ମିଳିବ ବର୍ଷାରୁ ମୁକ୍ତି । ଦକ୍ଷିଣ ଓଡିଶାର କେତେକ ଜିଲ୍ଲାକୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ସାମ୍ଭବ୍ୟ ବାତ୍ୟା ‘ମାହା’ର କୌଣସି ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ବର୍ଷାରୁ ନିସ୍ତାର, ପାଗ ଶୁଖିଲା ରହିବ

ବିଶେଷ କରି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ଗଜପତିରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ । ସେହିପରି ଆସନ୍ତା 3 ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା 4 ଓ 5 ତାରିଖରେ ସମୁଦ୍ର ଅଶାନ୍ତ ରହିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପଣିପାଗ ସୂଚନା

Body:ସମ୍ଭାବିତ ବାତ୍ୟା ମାହା ନେଇ ଓଡିଶା ପ୍ରତି କୌଣସି ବିପଦ ଏପର୍ଯ୍ୟନ୍ତ ଦେଖାଯାଉନାହିଁ।ଦୈନିକ ପଣିପାଗ ଆକଳନ କରାଯାଉଛି। ଆସନ୍ତା ୨ ଦିନ ଭିତରେ ରାଜ୍ୟର ଦକ୍ଷିଣ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା , କୋରାପୁଟ ଏବଂ ଗଜପତି ରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ପ୍ରାୟତଃ ପାଗ ଶୁଖିଲା ରହିବ।ଦକ୍ଷିଣ ଜିଲ୍ଲା ଗୁଡିକୁ ଛାଡିଦେଲେ ,ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୋଟାମୋଟି ଶୁଖିଲା ରହିବ।୩ ତାରିଖରେ ବଙ୍ଗୋପସାଗର ଗଲ୍ଫ ଅଫ ଥାଇଲାଣ୍ଡରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ,ଏହାର ପ୍ରଭାବରେ ୫,୬ ତାରିଖରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି।ଖାସକରି ଉପକୂଳରେ କିଛି ପରିମାଣରେ ବର୍ଷା ହେବ।୪,୫ତାରିଖରେ ସମୁଦ୍ର ଅଶାନ୍ତ ରହିବ ଫଳରେ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ଅର୍ଥାତ ୪୦୦କିମି ଅତିକ୍ରମ କରିବାକୁ ବାରଣ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.