ETV Bharat / city

ମହିଳାଙ୍କୁ ରୋଜଗାରକ୍ଷମ କରିଛି ଶୁଖୁଆ ବେପାର - bhubaneswar news

ରାଜଧାନୀରେ ଚାଲିଛି ଶିଶିର ସରସ ମେଳା 2020 । ଯେଉଁଥିରେ 300 ଷ୍ଟଲ ଲାଗିଛି । ହେଲେ ଏସବୁ ଭିତରେ ବାରି ହୋଇ ପଡୁଛି ଜଗତସିଂହପୁରର ମାଛ ଶୁଖୁଆ ଷ୍ଟଲ । ଯେଉଁଠି କିଛି ଭିଡ ଲାଗିଥିବା ଦେଖିବାକୁ ମିଳୁଛି ।

dry fish business
ମହିଳାଙ୍କୁ ରୋଜଗାରକ୍ଷମ କରିଛି ଶୁଖୁଆ ବେପାର
author img

By

Published : Jan 5, 2020, 9:57 PM IST

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଶିଶିର ସରସ ମେଳା 2019 । ଯେଉଁଥିରେ 300 ଷ୍ଟଲ ଲାଗିଛି । ହେଲେ ଏସବୁ ଭିତରେ ବାରି ହୋଇପଡୁଛି ଜଗତସିଂହପୁରର ମାଛ ଶୁଖୁଆ ଷ୍ଟଲ । ଯେଉଁଠି କିଛି ଭିଡ ଲାଗିଥିବା ଦେଖିବାକୁ ମିଳୁଛି ।

ମହିଳାଙ୍କୁ ରୋଜଗାରକ୍ଷମ କରିଛି ଶୁଖୁଆ ବେପାର

ଓଡିଶାର ଲୋକେ ପଖାଳ ସହ ଶୁଖୁଆ ଖାଇବା ପାଇଁ ପସନ୍ଦ କରୁଥିବାରୁ ଏହି ବେପାରକୁ ସେ ଆପଣାଇଥିବା କହିଛନ୍ତି ଷ୍ଟଲ ଲଗାଇଥିବା ବ୍ୟବସାୟୀ । ସେହିପରି ଶୁଖୁଆ ବେପାର ସେମାନଙ୍କୁ ସ୍ବାବଲମ୍ବୀ କରିବା ସହ ମାସିକ 5 ରୁ 6 ହଜାର ଟଙ୍କା ରୋଜଗାର ବି ଦେଉଥିବା ସେ ଦର୍ଶାଇଛନ୍ତି । ପୂର୍ବବର୍ଷରେ 7 ଟନ ଶୁଖୁଆ ମେଳା ସରିବାର ଦୁଇ ଦିନ ପୂର୍ବରୁ ଶେଷ ହୋଇ ଯାଇଥିବା ସହ ଚଳିତ ବର୍ଷ ତା ଠାରୁ ଅଧିକ ବେପାର ହେବାର ଆଶା ବାନ୍ଧିଛନ୍ତି ସେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Ready to air

ମହିଳା ଙ୍କୁ ରେଜଗାରକ୍ଷମ କରିଛି ଶୁଖୁଆ ବେପାର।

ରାଜ୍ୟ ରାଜଧାନୀ ରେ ଚାଲିଛି ଶିଶିରସରସ ମେଳା 2019 ଯେଉଥିରେ 300 ଷ୍ଟଲ ଲାଗିଛି ହେଲେ ଏସବୁ ଭିତରେ ବାରି ହୋଇ ପଡୁଛି ଜଗତସିଂହପୁର ର ମାଛ ଶୁଖୁଆ ଷ୍ଟଲ। ଗୋଟିଏ ପଟେ ଓଡ଼ିଶାର ଲୋକେ ପଖାଳ ସହ ଶୁଖୁଆ ଖାଇବା ପାଇଁ ପସନ୍ଦ କରୁଥିବା ଯୋଗୁଁ ଏହି ବେପାର କୁ ଆପଣେଇ ଥିବାର କଥା କହିଛନ୍ତି। ମାଛ କୁ ଭଲ ଭାବରେ ପ୍ରେସେସିଂ ସହ ପେକିଙ୍ଗ କରି ତାକୁ ଶୁଖୁଆ ରୂପ ଦେଇ ବଜାର ର ରେ ବିକ୍ରି କରୁଥିବାର କଥା ମଧ୍ୟ କହିଛନ୍ତି। ସେହିପରି ଶୁଖୁଆ ବେପାର ତାଙ୍କ ମାନଙ୍କୁ ସ୍ବାଭଲମ୍ବୀ କରିବା ସହ ମାସିକ 5 ରୁ 6 ହଜାର ଟଂକା ରେଜଗାର ବି କରିପାଉଛନ୍ତି। ପୂର୍ବ ବର୍ଷରେ 7 ଟନ ଶୁଖୁଆ ମେଳା ସରିବା ଦୁଇ ଦିନ ପୂର୍ବ ରୁ ଶେଷ ହୋଇ ଯାଇଥିବା ସହ ଚଳିତ ବର୍ଷ ତା ଠାରୁ ଅଧିକ ବେପାର ହେବାର ଆଶା ବାନ୍ଧିଛନ୍ତି।

ବାଇଟ ନିରୂପମା ସାମନ୍ତରାୟ
ଶୁଖୁଆ ବେପାରୀ

Body:Ready to air

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.