ETV Bharat / city

ଓୟୁଏଟିରର ନୂତନ କୂଳପତି ନିଯୁକ୍ତ

ଡ. ପୱନ କୁମାର ଅଗ୍ରୱାଲଙ୍କୁ ଓୟୁଏଟିର ନୂତନ କୂଳପତି ଭାବେ ଦାୟୀତ୍ୱ ମିଳିଛି ।

author img

By

Published : May 10, 2019, 1:19 PM IST

ଫାଇଲ ଫଟୋ

ଭୁବନେଶ୍ବର: ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜୀ(ଓୟୁଏଟି)ର ନୂଆ କୂଳପତି । ରାଜ୍ୟପାଳ ଗଣେଶି ଲାଲ ଡ.ଅଗ୍ରୱାଲଙ୍କୁ 3 ବର୍ଷ ପାଇଁ ଏହି ଦାୟିତ୍ୱ ଦେଇଛନ୍ତି।

ଏବେ ସେ ଆସିଷ୍ଟାଣ୍ଟ ଡିରେକ୍ଟର ଜେନେରାଲ ଏବଂ ଡିରେକ୍ଟର, ନ୍ୟାସନାଲ ଏଗ୍ରିକଲଚର ସାଇନ୍ସ ଫଣ୍ଡ ଏବଂ ଆସିଓଆରରେ କାର୍ଯ୍ୟରତ ଅଛନ୍ତି।

ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ

() କେବେ ଆସିବ ବିଜୁଳି  ତାକୁ ନେଇ ମୁହଁ ଖୋଲୁନି ଶକ୍ତି ବିଭାଗ। ବିତରକ କମ୍ପାନୀ ସେସୁର ବରିଷ୍ଠ ଅଧିକାରୀ ମଧ୍ୟ କେବେ ସୁଦ୍ଧା କେଉଁ ଅଂଚଳରେ ବିଦ୍ୟୁତ ସେବା ମିଳିବ ସେ ନେଇ ଏବେଠୁ ଆକଳନ କରିବା ମୁସ୍କିଲ ବୋଲି କହିଛନ୍ତି। କମ୍ପାନୀର ବରିଷ୍ଠ ପରିଚାଳନା ଅଧିକାରୀ ସୁବ୍ରତ ମିଶ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହାଇ ଟେନସନ ଲାଇନ କାର୍ଯ୍ୟ ଶେଷ ହୋଇଛି। 33KV, 11KV ଫିଡର କୁ ବିଦ୍ୟୁତ ସଂଯୋଗ ଶେଷ ହୋଇଛି। ଏବେ ଲୋ ଟେନସନ ବା ଏଲଟି ଲାଇନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରମୁଖ ସ୍ଥାନରେ ଆଗ ବିଦ୍ୟୁତ ସଂଯୋଗ ଦିଆଯିବ। ମାନବ ସମ୍ବଳ ଅଭାବ ଯୋଗୁଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ରାଜ୍ୟରୁ କୁଶଳୀ ଶ୍ରମିକ ଓ ଅନ୍ୟ ଉପକରଣ ଅଣାଯାଇଛି।ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି। ଯେହେତୁ ଅନେକ ସ୍ଥାନରେ ଗଛ କଟା ହୋଇପାରି ନାହଁ ତା ସବୁଠୁ ବଡ ସମସ୍ୟା ବୋଲି କହିଛି ଶକ୍ତି ବିଭାଗ। ସେପଟେ ପୁରୀକୁ ବିଦ୍ୟୁତ ସଂଯୋଗ ଦେବାକୁ ଆଜିଠୁ କାର୍ଯ୍ୟ ଆରମ୍ଭ ହୋଇଛି। ନିଜେ ଶକ୍ତି ସଚିବ ସ୍ଥିତି ତଦାରଖ କରୁଛନ୍ତି।
ବାଇଟ- ସୁବ୍ରତ ମିଶ୍ର, ବରିଷ୍ଠ ପରିଚାଳକ, ସେସୁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.