ETV Bharat / city

ଆପାର୍ଟମେଣ୍ଟରେ ଡୋର ଷ୍ଟେପ ଭ୍ୟାକ୍ସିନେସନ

author img

By

Published : May 31, 2021, 8:10 PM IST

ଭୁବନେଶ୍ବେରରେ ଝାରପଡା ଵାଲାଜି ଆପାର୍ଟମେଣ୍ଟ ଓ ଶହୀଦ ନଗର ଭବାନୀ ମଲ ଆପାର୍ଟମେଣ୍ଟରେ ଡୋର ଷ୍ଟେପ ଭ୍ୟାକ୍ସିନେସନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଆପାର୍ଟମେଣ୍ଟରେ ଡୋର ଷ୍ଟେପ ଭ୍ୟାକ୍ସିନେସନ
ଆପାର୍ଟମେଣ୍ଟରେ ଡୋର ଷ୍ଟେପ ଭ୍ୟାକ୍ସିନେସନ

ଭୁବନେଶ୍ବର: ଭୁବନେଶ୍ବରରେ ଆପାର୍ଟମେଣ୍ଟ ଗୁଡିକରେ ଆରମ୍ଭ ହୋଇଛି ଡୋର ଷ୍ଟେପ ଭ୍ୟାକ୍ସିନେସନ । ଭୁବନେଶ୍ବେରରେ ଝାରପଡା ଵାଲାଜି ଆପାର୍ଟମେଣ୍ଟ ଓ ଶହୀଦ ନଗର ଭବାନୀ ମଲ ଆପାର୍ଟମେଣ୍ଟରେ ଟିକା ଦିଆଯାଇଛି।

ଆପାର୍ଟମେଣ୍ଟରେ ଡୋର ଷ୍ଟେପ ଭ୍ୟାକ୍ସିନେସନ

ବିଏମସିର ସଚନା ମୁତାବକ, ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ ଶତ ପ୍ରତିଶତ ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପ୍ରଥମ ଓ ଦ୍ବୀତିୟ ଡୋଜ୍ ଟିକାଦାନକୁ ଆହୁରି ସରଳୀକରଣ କରାଯାଇଛି । ସହରର ୩ ଟି ଜୋନରେ ମୋଟ୍ ୬ ଟି ଆପାର୍ଟମେଣ୍ଟରେ ଆରମ୍ଭ ହୋଇଛି ଡୋର୍ ଷ୍ଟେପ୍ ଭ୍ୟାକ୍ସିନେସନ ।

ଶହେରୁ ଉର୍ଦ୍ଧ୍ବ ହିତାଧିକାରୀ ଥିବା ଆପାର୍ଟମେଣ୍ଟକୁ ଚୟନ କରି ପ୍ରତି ଜୋନରେ ୨୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ ଧାର୍ଯ୍ୟ କରିଛି ବିଏମସି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.