ETV Bharat / city

ଦୁର୍ନୀତିଗ୍ରସ୍ତଙ୍କୁ ଭୋଟ ଦିଅନ୍ତୁ ନାହିଁ: ନିରଞ୍ଜନ

ପିସିସି ସଭାପତିଙ୍କ ସାମ୍ବାଦିକ ସମ୍ମୀଳନୀ । ପ୍ରତିଦିନ ରାଜ୍ୟରେ ହିଂସାକାଣ୍ଡ ବଢିଚାଲିଛି। ଯେପରି ଭାବେ ରାଜନୀତି ହେଉଛି ସେଥିରୁ ଗଣତନ୍ତ୍ର ନଥିବା ଭଳି ଲାଗୁଛି କହିଛନ୍ତି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Feb 15, 2022, 1:52 PM IST

ଦୁର୍ନୀତି ଗ୍ରସ୍ତକୁ ଭୋଟ ଦିଅନ୍ତୁ ନାହିଁ : ନିରଞ୍ଜନ

ଭୁବନେଶ୍ବର: ପିସିସି ସଭାପତିଙ୍କ ସାମ୍ବାଦିକ ସମ୍ମୀଳନୀ । ପ୍ରତିଦିନ ରାଜ୍ୟରେ ହିଂସାକାଣ୍ଡ ବଢିଚାଲିଛି । ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସାକାଣ୍ଡ କଥା ଉଠାଇଲେ ନିରଞ୍ଜନ। ସୋରରେ ବୃଦ୍ଧଙ୍କୁ ଆକ୍ରମଣ କରାଗଲା, ଯାହା ଅତ୍ୟନ୍ତ ନିନ୍ଦନୀୟ। ଆଉ ଏସବୁ ହିଂସାକାଣ୍ଡ ନେତାଙ୍କ ଦ୍ଵାରା ହିଁ ହେଉଛି । ଯେପରି ଭାବେ ରାଜନୀତି ହେଉଛି ସେଥିରୁ ଗଣତନ୍ତ୍ର ନଥିବା ଭଳି ଲାଗୁଛି । ଆଜି ଯାଏଁ ପ୍ରଚାରକୁ ଯାଇନି। କିନ୍ତୁ ସୋର ଯାଇ ଅତ୍ୟାଚାରର ଶିକାର ଲୋକଙ୍କୁ ଭେଟିବାକୁ କହିଛନ୍ତି ନିରଞ୍ଜନ।

ଭଲ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ଯେଉଁ ମାନଙ୍କ ଲୋକ ଚରିତ୍ର ଥିବ। ଆମେ ଜିଲ୍ଲା ସ୍ତରରେ ଇସ୍ତାହାର ଘୋଷଣା କରିଛୁ। କଂଗ୍ରେସ 44.78% obc ପ୍ରାର୍ଥୀ ଙ୍କୁ ଏଥର ପଞ୍ଚାୟତ ନିର୍ବାଚନରେ ଲଢିବା ପାଇଁ ସଂରକ୍ଷଣ ଦେଇଛି। OBC ଙ୍କ ପ୍ରତି ଅବହେଳାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବୁ । ଗତ 22 ବର୍ଷ ଧରି ଦୁର୍ନୀତିରେ ବୁଡି ରହିଛନ୍ତି ରାଜ୍ୟ ସରକାର । କେନ୍ଦ୍ରରେ ବି ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଲୋକେ ଅନୁଭବ କଲେଣି, କେବେ କାର୍ଯ୍ୟକାରିତା ହେଉଛି ଦେଖିବା କଥା। ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.