ଭୁବନେଶ୍ବର: ଆସନ୍ତା ସ୍ୱାଧୀନତା ଦିବସ କଟକଣା ମୁକ୍ତ ଭାବେ ପାଳନ ହେବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ପତକା ଉତ୍ତୋଳନ କରିବେ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି । 21 ଜିଲ୍ଲାରେ ମନ୍ତ୍ରୀ ପତକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିବାବେଳେ ୧୧ଟି ସ୍ଥାନରେ ଆରଡିସି ଓ ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବେ । ନଜର ପକାନ୍ତୁ କିଏ କେଉଁଠି ପତକା ଉତ୍ତୋଳନ କରିବେ
କିଏ କେଉଁଠି କରିବେ ପତାକା ଉତ୍ତୋଳନ ? ଜାରି ହେଲା ତାଲିକା - ଜିଲ୍ଲା ମୁତାବକ ପତାକା ଉତ୍ତୋଳନ ତାଲିକା
କଟକଣା ମୁକ୍ତ ଭାବେ ପାଳନ ହେବ ସ୍ୱାଧୀନତା ଦିବସ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ପତକା ଉତ୍ତୋଳନ କରିବେ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି ।
କିଏ କେଉଁଠି କରିବେ ପତାକା ଉତ୍ତୋଳନ? ଜାରି ହେଲା ତାଲିକା