ETV Bharat / city

କୋରୋନା ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ - ସରକାରୀ ବୈଷୟିକ ବିଶ୍ବ ବିଦ୍ୟାଳୟ

ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଇଞ୍ଜିନିଅରିଂ କଲେଜର ହଷ୍ଟେଲ ଫି’ ଛାଡ । କୋରୋନା ପାଇଁ ସରକାର ନେଇଛନ୍ତି ଏଭଳି ନିଷ୍ପତି । ଅଧିକ ପଢନ୍ତୁ...

Discount for engineering students' hostel fees for Corona
କୋରୋନା ପାଇଁ ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ
author img

By

Published : Mar 12, 2021, 8:07 PM IST

ଭୁବନେଶ୍ବର: କୋରୋନା ମହାମାରୀ ଯୋଗୁଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମୁଖୀନ ହେବାକୁ ପଡିଛି । ଏହି ମହାମାରୀ ଯୋଗୁଁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିଅରିଂ କଲେଜ ଓ ପଲିଟେକ୍ନିକ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।

Discount for engineering students' hostel fees for Corona
କୋରୋନା ପାଇଁ ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ

ଛାତ୍ରଛାତ୍ରୀ ଏହି ସମୟରେ ହଷ୍ଟେଲ ସୁବିଧାର ଉପଯୋଗ କରି ନଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ବିଚାର କରି ଏହି ଅନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ୧୭ ହଜାର ୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’କୁ ଛାଡ କରିଛନ୍ତି । ଆନୁମାନିକ ୫ କୋଟି ୧୦ ଲକ୍ଷ ଟଙ୍କା ଛାଡ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.