ETV Bharat / city

ଟିକା ନେବା ଦ୍ୱାରା ସିଭିୟରଟି କମୁଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jun 25, 2021, 6:38 PM IST

ଟିକା ନେଇ ଆଇସିଏମଆର ପରୀକ୍ଷା ଉପରେ ମତ ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଟିକା ନେବା ଦ୍ୱାରା ସିଭିୟରଟି କମୁଛି
ଟିକା ନେବା ଦ୍ୱାରା ସିଭିୟରଟି କମୁଛି

ଭୁବନେଶ୍ବର: ଟିକା ନେଇ ଆଇସିଏମଆର ପରୀକ୍ଷା ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା। ଟିକା ନେବା ଦ୍ବାରା ସୁରକ୍ଷା ମିଳୁଛି ଓ ସିଭିୟରିଟି ହେଉନି। ଏହାଦ୍ବାରା ଆମ ଶରୀରରେ ଆଣ୍ଟିବଡି ମଧ୍ୟ ସୃଷ୍ଟି ହେଉଛି।

ଟିକା ନେବା ଦ୍ୱାରା ସିଭିୟରଟି କମୁଛି

ତଥାପି ଏହାର ଅଧିକ ଅନୁଧ୍ୟାନ ରାଜ୍ୟ ସରକାର ବୈଷୟିକ କମିଟି କରୁଛି। ଭ୍ୟାକ୍ସିନ ନେଇ ପଜିଟିଭ ହୋଇଥିବା 274 ଜଣଙ୍କ ପରୀକ୍ଷା କରିଥିଲା ଆଇସିଏମଆର। ରାଜ୍ୟରେ ସଂକ୍ରମଣ ହାର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ସଂକ୍ରମଣ ବଢିଥିବା କିଛି ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ କରାଯିବ ସହ ସ୍ବତନ୍ତ୍ର ନଜର ରଖାଯିବ।

ଏପଟେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଟିକା ନେଲେ 100 ପ୍ରତିଶତ ସୁରକ୍ଷିତ ରହିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ମାତ୍ର ସିଭିୟରଟି କମିଯାଇପାରେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.