ETV Bharat / city

ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ ! - bbsr

ଏଥର ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ ! ଏନେଇ କେନ୍ଦ୍ର ବେସାମରିକ ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫାଇଲ ଫଟୋ
author img

By

Published : Jul 13, 2019, 3:30 PM IST

ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ । ଏନେଇ କେନ୍ଦ୍ର ବେସାମରିକ ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଚିଠିରେ ଦର୍ଶାଇଛନ୍ତି ଯେ ,ଓଡ଼ିଶାର ଅଧିକ ସଂଖ୍ୟାରେ ଶିଳ୍ପ କ୍ଷେତ୍ରେର ପୁଞ୍ଜି ବିନିଯୋଗ ବଢୁଛି ।

mc
ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ବିମାନସେବା ଆବଶ୍ୟକ ହୋଇପଡିଛି । ଏଥିସହ ଓଡ଼ିଶାର କଳା ସଂସ୍କୃତି ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ତେଣୁ ସେମାନଙ୍କ ଆସିବାରେ ଅନେକ ଅସୁବିଧା ହେଉଛି। ଓଡ଼ିଶାର ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହାକୁ ତୁରନ୍ତ ପୂରଣ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ରୁ ଦୁବାଇ କୁ ଡାଇରେକ୍ଟ ବିମାନ ଉଡାଣ ନେଇ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଜି ଏନେଇ କେନ୍ଦ୍ର ବେସାମରିକ ବିଭାଗର ମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ନବୀନ ।
Body:ନବୀନ ଚିଠିରେ ଦର୍ଶାଇ ଛନ୍ତି ଯେ ,ଓଡ଼ିଶାର ଅଧିକ ସଂଖ୍ୟକ ଇଣ୍ଡଷ୍ଟିଆଲ୍ ଇନଭେଷ୍ଟମେଣ୍ଟ ବଢୁଛି ।
ଆସୁଥିବା ରୁ ଭୁବନେଶ୍ୱର ରୁ ଦୁବାଇ ଡାଇରେକ୍ଟ ପ୍ଲାଇଟ୍ ଆବଶ୍ୟକ ।ଏହି ସହ ଓଡ଼ିଶାର କଳା ସଂସ୍କୃତି ବହୁ ବିଦେଶୀ ପର୍ଯ୍ୟଟକ କୁ ଆକୃଷ୍ଟ କରୁଛି ।ତେଣୁ ସେମାନଙ୍କ ଆସିବାରେ ଅନେକ ଅସୁବିଧା ହେଉଛି ।Conclusion:ଏଥିପାଇଁ ଭୁବନେଶ୍ୱର ରୁ ଦୁବାଇ ଡାଇରେକ୍ଟ ବିମାନ ସେବା ଯୋଗାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଙ୍କୁ ଚିଠି ଲେଖିଛନ୍ତି ନବୀନ ।ଓଡ଼ିଶାର ସ୍ଵାର୍ଥ କୁ ଦୃଷ୍ଟିରେ ରଖି ଏହାକୁ ତୁରନ୍ତ ପୂରଣ କରିବା ପାଇଁ ନବୀନ ଚିଠିରେ ଦର୍ଶାଇଛନ୍ତି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.