ETV Bharat / city

ପିଏମ ରିଲିଫ୍ ପାଣ୍ଠିକୁ ମାସକର ଦରମା ଓ ଏମପି ଲ୍ୟାଡରୁ କୋଟିଏ ଦେଲେ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Mar 29, 2020, 6:07 PM IST

ଦେଶରେ ମହାମାରୀ କୋରୋନା ଭୂତାଣୁ ବିରୋଧୀ ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ପ୍ରଦାନ କରିଛନ୍ତି । ଏଥିସହ ସମେତ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି(ଏମପିଲାଡ୍‌)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

Dharmendra Pradhan
Dharmendra Pradhan

ଭୁବନେଶ୍ୱର: ଦେଶରେ ମହାମାରୀ କୋରୋନା ଭୂତାଣୁ ବିରୋଧୀ ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ପ୍ରଦାନ କରିଛନ୍ତି । ଏଥିସହ ସମେତ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି(ଏମପିଲାଡ୍‌)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ୱିଟର@dpradhanbjp
ଫଟୋ ସୌଜନ୍ୟ: ଟ୍ୱିଟର@dpradhanbjp

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି । ଏହାସହ ଏଭଳି କଠିନ ସମୟରେ, ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ସହ ଛିଡା ହେବା ବୋଲି କହିଛନ୍ତି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋ ମାସକର ଦରମା ଏବଂ ମୋର ଏମପିଲାଡ୍ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରୁଛି । ଏହି ଅର୍ଥ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହେବ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.