ETV Bharat / city

କୋରୋନାରେ ଭଲ କାମ କରିଛି କମିସନରେଟ ପୋଲିସ, ବେଷ୍ଚ କର୍ମଚାରୀଙ୍କୁ ସମ୍ମାନିତ କଲେ ଡିଜି - ପୋଲିସ

କୋରୋନା କାଳରେ ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଯାହାକୁ ସଫଳତାପୂର୍ବକ ପୋଲିସ କର୍ମଚାରୀ ମୁକାବିଲା କରି ସାଜିଲେ ବେଷ୍ଟ କର୍ମଚାରୀ । ଅଧିକ ପଢନ୍ତୁ...

କୋରୋନା କାଳରେ ବେଷ୍ଟ ପୋଲିସ କର୍ମଚାରୀ ସମ୍ମାନିତ କଲେ ଡିଜି

author img

By

Published : Jan 3, 2021, 7:43 AM IST

ଭୁବନେଶ୍ବର:କୋରୋନା ସମୟ ଲୋକଙ୍କ ଜୀବନ ରକ୍ଷା କରିବା ପୋଲିସ ପାଇଁ ଏକ ଗୁରୁଦାୟିତ୍ବ ରହିଥିଲା । ଯାହାକୁ ସଫଳତାପୂର୍ବକ ମୁକାବିଲା କରିଛନ୍ତି ପୋଲିସ କର୍ମଚାରୀ । ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ସହ ପାଲଟିଛନ୍ତି ଓଡିଶାର ବେଷ୍ଟ କମିଶନରେଟ ପୋଲିସ ।

କୋରୋନା କାଳରେ ବେଷ୍ଟ ପୋଲିସ କର୍ମଚାରୀ ସମ୍ମାନିତ କଲେ ଡିଜି
କୋରୋନା କାଳରେ ବେଷ୍ଟ ପୋଲିସ କର୍ମଚାରୀ ସମ୍ମାନିତ କଲେ ଡିଜି

ଓଡିଶାରେ କମିସନରେଟ ପୋଲିସ କୋରୋନା କାଳରେ ଭଲ କାମ କରିଛନ୍ତି । ନକଲି କାରଖାନା ଠାବ, ଆଇଆଇଏଫଏଲ ଲୁଟ ଭଳି ଅପରାଧର ପର୍ଦ୍ଦାଫାସ ଭଲ ସଫଳତା ଆଣିଛି । ସିପି ଡିସିପି ସହ ତାଙ୍କ ଅଧିନରେ କାମ କରୁଥିବା ଅଫିସର ଓ କର୍ମଚାରୀଙ୍କ ଭଲ ଯୋଗଦାନ ରହିଛି । ଆଗାମୀ ଦିନରେ ଅଭିଯୁକ୍ତ ମାନଙ୍କୁ ଧରିବା, ସାଇବର କ୍ରାଇମ ବଡ ମୁକାବିଲା ଓ ଇଣ୍ଟିଗ୍ରେଟେଡ ଟେକନିକରେ ତଦନ୍ତ କରି ପର୍ଦ୍ଦାଫାସ କରିବା ବଡ ଚ୍ୟାଲେଞ୍ଜିଂ ରହିବ ବୋଲି ଡିଜିପି ଅଭୟ କହଛନ୍ତି ।

ସେପଟେ, ମୋ ସରକାରରେ 2075 ଟି ଫିଡବ୍ୟାକ ଆସିଥିଲା । 11 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉତ୍ତମ କାମ ପାଇଁ ୬ ଜଣ ସମ୍ମାନିତ କରିଥିଲେ ଡିଜିପି ।

ଶ୍ରେଷ୍ଠ ଏସିପି ଭାବେ ଭୁବନେଶ୍ବରର ପ୍ରକାଶ ପାଲ, କଟକ ଏସିପି ଅମରେନ୍ଦ୍ର ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ବେଷ୍ଟ ଆଇଆଇସି ହେଲେ ଉମାକାନ୍ତ ପ୍ରଧାନ । ଗୟାନନ୍ଦ ଶାହା ବେଷ୍ଟ ଏସଆଇ ପ୍ରଦୀପ୍ତ କୁମାର ସାହୁ ଓ ପ୍ରିୟଙ୍କା ବରୱା ବେଷ୍ଟଙ୍କୁ ବେଷ୍ଟ ଟ୍ରାଫିକ କର୍ମଚାରୀର ପୁରସ୍କାର ଦିଆଯାଇଛି ।

ଅନ୍ୟପଟେ, ବେଷ୍ଟ ହାବିଲଦାର ହେଲେ ବିଶ୍ବରଞ୍ଜନ ଦାସ, ବେଷ୍ଟ କନେଷ୍ଟବଳ ଜଗେସ ଦାସ, ଆଶ୍ରମ ବେଷ୍ଟ ଡ୍ରାଇଭର , ୟୁସୁପ କଳାପାହାଡ ବେଷ୍ଟ ଲାନସ ନାୟକ ଓ ପ୍ରତାପ ଚନ୍ଦ୍ର ଖଣ୍ଡୱାଲାଙ୍କୁ ବେଷ୍ଟ ହୋମଗାର୍ଡରେ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ବର ଗୋବିନ୍ଦ୍ର ଚନ୍ଦ୍ର ଦାସ ବେଷ୍ଟ ଏସପିଓ ଭାବେ ସମ୍ମାନିତ କରିଛନ୍ତି ପୋଲିସ ଡିଜି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.