ETV Bharat / city

ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ, ରଜନୀକାନ୍ତ ସିଂ ବିଜେଡି ପ୍ରାର୍ଥୀ - deputy speaker

ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ହେବା ନେଇ ଜଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 26, 2019, 12:35 PM IST

ଭୁବନେଶ୍ବର: ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବିଜେଡି ପକ୍ଷରୁ ରଜନୀକାନ୍ତ ସିଂଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସଂଖ୍ୟା ଦୃଷ୍ଟିରୁ ବିଜେଡି ଏହି ସିଟ ପାଇଁ ଦାବିଦାର ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ମଧ୍ୟାହ୍ନ 12ଟା ପୂର୍ବରୁ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ବା କେହି ନାମ ପ୍ରସ୍ତାବ ଦେଇପାରିବେ। ସେମାନଙ୍କର ପ୍ରସ୍ତାବକୁ ବିଧାନସଭାରେ ଦେଇ ପାରିବେ ବୋଲି ବାଚସ୍ପତି କହିଛନ୍ତି । ଯଦି କେହି ଆବେଦନ କଲେ ନିର୍ବାଚନ ହେବ ନହେଲେ ରଜନୀକାନ୍ତଙ୍କ ନାମ ସର୍ବସମ୍ମତ କ୍ରମେ ଘୋଷଣା କରାଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ । ଏନେଇ ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ମଧ୍ୟାହ୍ନ 12ଟା ପୂର୍ବରୁ ଯେଉଁ ସଦସ୍ୟ ପ୍ରସ୍ତାବ ଦେବାକୁ ଚାହାନ୍ତି ସେମାନେ ବିଧାନସଭା ସଚିବାଳୟରେ ଦେଇ ପାରିବେ। ବିଜେଡି ରଜନୀକାନ୍ତ ସିଂଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ଏହି ସିଟ ପାଇଁ ଦବିଦାର ରହିଛି। ଇଛୁକ ପ୍ରାର୍ଥୀ ଆଜି 12ଟା ସୁଦ୍ଧା ଆବେଦନ କରିପାରିବେ। ଯଦି କେହି ଆବେଦନ କଲେ ତେବେ ନିର୍ବାଚନ ହେବ ନଚେତ ରଜନୀକାନ୍ତ ଙ୍କ ନାମ ସାର୍ବସମ୍ମତ କ୍ରମେ ଘୋଷଣା କରାଯିବ।

Body:ବଂ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.