ETV Bharat / city

ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ଉପନେତା - ବିରୋଧୀ ଦଳ ଉପନେତା

କୃଷି ଆଇନ ପ୍ରତ୍ୟାହାର ଓ ବିଧାନସଭାରେ ଉପସ୍ଥାପିତ ହୋଇଥିବା କୃଷି ସମ୍ପର୍କିତ ଆଇନ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଏହା ରାଜ୍ୟ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ । ଅଧିକ ପଢନ୍ତୁ

ବିରୋଧୀ ଦଳ ଉପନେତା
ବିରୋଧୀ ଦଳ ଉପନେତା
author img

By

Published : Nov 21, 2021, 7:29 AM IST

ଭୁବନେଶ୍ବର: କୃଷି ଆଇନ ପ୍ରତ୍ୟାହାର ଓ ବିଧାନସଭାରେ ଉପସ୍ଥାପିତ ହୋଇଥିବା କୃଷି ସମ୍ପର୍କିତ ଆଇନ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ କହିଛନ୍ତି ଏହା ରାଜ୍ୟ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ ।

ଲୋକସଭା ଓ ରାଜ୍ୟସଭାରେ ଗୋଟିଏ ଆଭିମୁଖ୍ୟ ଆଉ ଓଡିଶାରେ ଆଉ ଗୋଟିଏ ଆଭିମୁଖ୍ୟ । କେନ୍ଦ୍ରରେ କେବେ ସମର୍ଥନ ତ କେବେ ବିରୋଧ । ବିଧାନସଭାରେ ଆଣିଥିବା ବିଲ କଣ କରିବେ ରାଜ୍ୟ ସରକାର ସେ ହିଁ କହି ପାରିବେ ବୋଲି କଟାକ୍ଷ କରିଛନ୍ତି ବିଷ୍ଣୁ ।

ସେହିପରି ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଭିଯୋଗ ଉପରେ ବିରୋଧୀ ଦଳ ଉପନେତା କହିଛନ୍ତି ଦର ବୃଦ୍ଧି ନିୟନ୍ତ୍ରଣ କେବଳ କେନ୍ଦ୍ର ସରକାର ନୁହେଁ ବରଂ ରାଜ୍ୟ ସରକାରଙ୍କ ମଧ୍ୟ ଦାୟିତ୍ବ। ତେଣୁ ରାଜ୍ୟ ସରକାର ମଧ୍ୟ ଦର ନିୟନ୍ତ୍ରଣ ନେଇ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.