ETV Bharat / city

ବଢୁଛି ସଂକ୍ରମଣ: କୋଭିଡ କେୟାର ସେଣ୍ଟର ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ - ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ। ଏଥିପାଇଁ କୋଭିଡ କେୟାର ସେଣ୍ଟର ଗୁଡିକ ପ୍ରସ୍ତୁତ ରଖିବାକୁ ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ । ଅଧିକ ପଢନ୍ତୁ...

କୋଭିଡ କେୟାର ସେଣ୍ଟର ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

author img

By

Published : Apr 8, 2021, 6:48 AM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ। ଏଥିପାଇଁ କୋଭିଡ କେୟାର ସେଣ୍ଟର ଗୁଡିକ ପ୍ରସ୍ତୁତ ରଖିବାକୁ ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ । କୋଭିଡ୍ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ କେୟାର ସେଣ୍ଟର ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
କୋଭିଡ କେୟାର ସେଣ୍ଟର ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଏହାସହ ପ୍ରତ୍ୟେକ ଜିଲ୍ଲାର କୋଭିଡ୍ ସ୍ଥିତି ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଘରେ ସୁବିଧା ନଥଲେ କୋଭିଡ୍ କେୟାର ସେଣ୍ଟରରେ ଲୋକଙ୍କୁ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ । ରାଜ୍ୟରେ ଦିନକୁ ଦିନ କୋଭିଡ-19 ମହାମାରୀର ବଢ଼ିବାରେ ଲାଗିଛି । ଏନେଇ କୋଭିଡ୍ କେୟାର ସେଣ୍ଟରଗୁଡ଼ିକର କାର୍ଯ୍ୟକାରିତା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଶଯ୍ୟା ଏବଂ ଅନ୍ୟାନ୍ୟ ସାମଗ୍ରୀ ସମ୍ବନ୍ଧରେ ପ୍ରସ୍ତୁତି ଓ ଆବଶ୍ୟକତା ସମୟରେ ତୁରନ୍ତ ଯୋଗଇଦେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.