ETV Bharat / city

କୋରୋନା କୋପ; ରାଜ୍ଯରୁ ଦିନକରେ ଗଲା 33 ଜୀବନ

author img

By

Published : May 25, 2021, 11:01 AM IST

ଆଜି(ମଙ୍ଗଳବାର) ଗୋଟିଏ ଦିନରେ ପୁଣି 33ଜଣଙ୍କ ଜୀବନ ନେଇଛି କିଲର କୋରୋନା । କଳାହାଣ୍ଡି ଓ ଅନୁଗୋଳରୁ ସର୍ବାଧିକ ଚାରିଜଣ ଲେଖାଏଁ କୋରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ରାଜ୍ଯରେ ଦିନକରେ ଗଲା 33 ଜୀବନ
ରାଜ୍ଯରେ ଦିନକରେ ଗଲା 33 ଜୀବନ

ଭୁବନେଶ୍ବର: ଲଗାତାର କିଛି ଦିନ ହେବ ରାଜ୍ୟରେ ବଢି ଚାଲିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଗତକାଲି 32ଜଣଙ୍କ ମୃତ୍ୟୁ ହୋଇଥିବାବେଳ ଆଜି(ମଙ୍ଗଳବାର) ପୁଣି 33ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ଜଣେ 58ବର୍ଷୀୟ ପୁରୁଷ,75ବର୍ଷୀୟ ପୁରୁଷ, 32ବର୍ଷୀୟ ପୁରୁଷ ଓ ଜଣେ 46ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 70ବର୍ଷୀୟ ବୃଦ୍ଧ,ଜଣେ 60ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଓଗଡରୁ 65ବର୍ଷୀୟ ବୃଦ୍ଧ, ଗଞ୍ଜାମରୁ 42ବର୍ଷୀୟ ପୁରୁଷ,ଜଣେ 59ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଯାଜପୁରରୁ 35ବର୍ଷୀୟ ପୁରୁଷ, ଝାରସୁଗୁଡାରୁ ଦୁଇଜଣ 33ବର୍ଷୀୟ ପୁରୁଷ, ଜଣେ 37ବର୍ଷୀୟ ଓ 45ବର୍ଷୀୟ ପୁରୁଷ ଆଖି ବୁଜିଥିବାବେଳେ କଳାହାଣ୍ଡିରୁ ଜଣେ 34ବର୍ଷୀୟ ପୁରୁଷ, 35ବର୍ଷୀୟ ପୁରୁଷ, 76ବର୍ଷୀୟ ପୁରୁଷ ଓ 60ବର୍ଷୀୟ ପୁରୁଷଙ୍କ ଜୀବନ ନେଇଛି କୋରୋନା ।

ସେହିପରି କନ୍ଦମାଳରୁ ଜଣେ 70ବର୍ଷୀୟ ପୁରୁଷ,କେନ୍ଦୁଝରରୁ 47ବର୍ଷୀୟ ପୁରୁଷ ଓ ଜଣେ 34ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ 53ବର୍ଷୀୟ ପୁରୁଷ ଓ ଜଣେ 65ବର୍ଷୀୟ ବୃଦ୍ଧ, 41ବର୍ଷୀୟ ଓ ଜଣେ 71ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି କୋରାପୁଟରୁ ଜଣେ 44ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 71ବର୍ଷୀୟ,72ବର୍ଷୀୟ,61ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଥିବାବେଳେ ସୁବର୍ଣ୍ଣପୁରରୁ 62ବର୍ଷୀୟ ପୁରୁଷ, ଜଣେ 72ବର୍ଷୀୟ ପୁରୁଷ ଓ 55ବର୍ଷୀୟ ପୁରୁଷଙ୍କ ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ରାଜ୍ୟରେ ସମୁଦାୟ 2 ହଜାର 549ଜଣଙ୍କର କୋରୋନାରେ ଜୀବନ ଗଲାଣି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.