ETV Bharat / city

ରାଜ୍ୟରୁ ଦିନକରେ ସର୍ବାଧିକ 37 ଜୀବନ ନେଲା କୋରାେନା - ମୃତ୍ୟୁସଂଖ୍ୟା

ରାଜ୍ୟରେ ଆଜି(ମଙ୍ଗଳବାର) ପୁଣି ଆଉ 37 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅନୁଗୋଳରୁ ସର୍ବାଧିକ 5ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

37ଜୀବନ ନେଲା କୋରାେନା
37ଜୀବନ ନେଲା କୋରାେନା
author img

By

Published : Jun 1, 2021, 11:02 AM IST

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟା କମୁନାହିଁ । ରାଜ୍ୟରେ ଆଜି(ମଙ୍ଗଳବାର) ପୁଣି ଆଉ 37ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅନୁଗୋଳରୁ ସର୍ବାଧିକ 5ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଗାତାର ପାଞ୍ଚଦିନ ହେବ ଅନୁଗୋଳରୁ ସର୍ବାଧିକ ମୃତ୍ୟୁ ରିପୋର୍ଟ ଆସୁଛି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ ଜଣେ 70ବର୍ଷୀୟ ମହିଳା, 76 ବର୍ଷୀୟ ବୃଦ୍ଧ,ଜଣେ 68 ବର୍ଷୀୟ ବୃଦ୍ଧ,ଜଣେ 50ବର୍ଷୀୟ ପୁରୁଷ ଓ ଜଣେ 38ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରରୁ ଜଣେ 75ବର୍ଷୀୟ ବୃଦ୍ଧା,ଜଣେ 54ବର୍ଷୀୟ ପୁରୁଷ ଓ ଜଣେ 62 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ଜଣେ 82 ବର୍ଷୀୟ ପୁରୁଷ, 59 ବର୍ଷୀୟ ପୁରୁଷ ଓ ଜଣେ 65 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଗଜପତିରୁ ଦୁଇଜଣ 59ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଥିବାବେଳେ ସେହିପରି ଗ଼ଞ୍ଜାମରୁ ଜଣେ 50 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି ଝାରସୁଗୁଡାରୁ ଦୁଇଜଣ 47ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 36ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 64ବର୍ଷୀୟ ପୁରୁଷ, ଜଣେ 55ବର୍ଷୀୟ ପୁରୁଷ ଓ ଜଣେ 37 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 70ବର୍ଷୀୟ ମହିଳାଙ୍କର ମୃ୍ତ୍ୟୁ ହୋଇଛି । ସେହିପରି କୋରାପୁଟରୁ ଜଣେ 55ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ ଜଣେ 62ବର୍ଷୀୟ ପୁରୁଷ ଓ ଜଣେ 50ବର୍ଷୀୟ ମହିଳାଙ୍କର ମୃ୍ତ୍ୟୁ ହୋଇଛି । ନବରଙ୍ଗପୁରରୁ ଜଣେ 52ବର୍ଷୀୟ ପୁରୁଷ, 45ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ ଜଣେ 74ବର୍ଷୀୟ ବୃଦ୍ଧା ଓ ଜଣେ 45ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ନୂଆପଡାରୁ ଜଣେ 45ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ସେହିପରି ରାୟଗଡାରୁ ଜଣେ 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ସୁବର୍ଣ୍ଣପୁରରୁ ଜଣେ 19ବର୍ଷୀୟ ଯୁବତୀ, 45ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ ଜଣେ 58ବର୍ଷୀୟ ପୁରୁଷ ଓ ଜଣେ 54ବର୍ଷୀୟ ପୁରୁଷ ଓ ଜଣେ 58 ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୨୭91କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.