ETV Bharat / city

STATE CORONA DEATH; ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ - ମହାମାରୀ କୋରୋନା

ଆଜି(ବୁଧବାର) ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ
ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ
author img

By

Published : Aug 5, 2021, 10:03 AM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ମୃତ୍ୟୁର ତାଣ୍ଡବ । ଆଜି(ବୁଧବାର) ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୨୩ ଜଣଙ୍କ ଜୀବନ ଯାଇଛି ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୧୩ ଆକ୍ରାନ୍ତ ଆଖି ବୁଜିଥିବାବେଳେ ପୁରୀ ଓ ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏ, କଟକରୁ ୧୧, କେନ୍ଦ୍ରାପଡ଼ାରୁ ୪ ବରଗଡ଼ରୁ ୩, ଢେଙ୍କାନାଳ, ବାଲେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାବାଦ ଭଦ୍ରକ, ବଲାଙ୍ଗୀର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର, ନୟାଗଡ଼, ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ ।

ଏହା ସହିତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୬୨୩୬କୁ ବୃଦ୍ଧି ବୃଦ୍ଧି ହୋଇଛି । ରାଜ୍ୟରେ ଆଜି ବି ୧୫ଶହ ତଳେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ସାମାନ୍ୟ ଢିଲାପଣ ବିପଦକୁ ଡାକିପାରେ । ତେଣୁ ଲୋକଙ୍କୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.