ETV Bharat / city

କମୁନି ମୃତ୍ୟୁସଂଖ୍ୟା, ଦିନକରେ ଗଲା 44 ଜୀବନ

author img

By

Published : Jun 14, 2021, 1:18 PM IST

ଆଜି(ସୋମବାର) ଦିନକରେ ରାଜ୍ୟରେ 44 ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3ହଜାର 346 ଜଣ କୋରୋନାରେ ଆଖି ବୁଜିଲେଣି । ଅଧିକ ପଢନ୍ତୁ...

ପୁଣି ଗଲା 44ଜୀବନ
ପୁଣି ଗଲା 44ଜୀବନ

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ଆଜି(ସୋମବାର) ଦିନକରେ ରାଜ୍ୟରେ 44 ଜୀବନ ନେଇଛି କିଲର କୋରୋନା ।

ଆଜିର ମୃତକଙ୍କ ଭିତରେ ଅନୁଗୋଳରୁ 38ବର୍ଷୀୟ ପୁରୁଷ, ଜଣେ 80ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀରରୁ ଜଣେ 39ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବରରରୁ 48ବର୍ଷୀୟ ପୁରୁଷ, ଦୁଇଜଣ 30ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଥିବାବେଳେ ବରଗଡରୁ 54 ବର୍ଷୀୟ ପୁରୁଷ, 57ବର୍ଷୀୟ ମହିଳା ଓ ଜଣେ 40ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକରୁ ଜଣେ 82ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣେ 75ବର୍ଷୀୟ ପୁରୁଷ,41ବର୍ଷୀୟ ପୁରୁଷ, ଜଣେ 39ବର୍ଷୀୟ ପୁରୁଷ ଓ 65ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । କଟକରୁ ଜଣେ 40ବର୍ଷୀୟ ମହିଳା, ଜଣେ 66ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ ଜଣେ 77ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ସେହିପରି ଜଗତସିଂହପୁରରୁ ଜଣେ 52ବର୍ଷୀୟ ମହିଳା, ଜଣେ 78ବର୍ଷୀୟ ପୁରୁଷ ଓ ଜଣେ 56 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 36ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ ଜଣେ 41ବର୍ଷୀୟ ପୁରୁଷ, ଜଣେ 45ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ ଜଣେ 75ବର୍ଷୀୟ ମହିଳା, ଜଣେ 73 ବର୍ଷୀୟ ମହିଳା ଓ ଜଣେ 66ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରୁ ଜଣେ 45ବର୍ଷୀୟ ମହିଳା, ଜଣେ 18ବର୍ଷୀୟ ଯୁବକ ଓ ଜଣେ 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ 60ବର୍ଷୀୟ ପୁରୁଷ ଓ ନୟାଗଡରୁ ଜଣେ 75ବର୍ଷୀୟ ପୁରୁଷ ଓ ଜଣେ 34ବର୍ଷୀୟ ମହିଳାଙ୍କ ଜୀବନ ଯାଇଥିବାବେଳ ପୁରୀରୁ ଜଣେ 64ବର୍ଷୀୟ ମହିଳା ଓ 45ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ସେହିପରି ରାୟଗଡାରୁ ଜଣେ 48ବର୍ଷୀୟ ପୁରୁଷ, ଜଣେ 30ବର୍ଷୀୟ ପୁରୁଷ ଓ 60 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ ଜଣେ 37ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ ଜଣେ 45ବର୍ଷୀୟ ମହିଳା, 52ବର୍ଷୀୟ ମହିଳା ଓ ଜଣେ 58ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3ହଜାର 346ଜଣ କୋରୋନାରେ ଆଖି ବୁଜିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.