ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ ମୃତ୍ୟୁସଂଖ୍ୟା । ହୁ ହୁ ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ ସର୍ବାଧିକ 59 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫୮ରେ ପହଞ୍ଚିଛି ।
ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ 34 ବର୍ଷିୟ ପୁରୁଷ, ବରଗଡରୁ 55ବର୍ଷୀୟ ପୁରୁଷ, 50ବର୍ଷୀୟ ପୁରୁଷ, 35ବର୍ଷୀୟ ପୁରୁଷ, 45ବର୍ଷୀୟ ପୁରୁଷ, 75ବର୍ଷୀୟ ପୁରୁଷ, ଭୁବନେଶ୍ବରରୁ 42ବର୍ଷୀୟ ପୁରୁଷ, 92ବର୍ଷୀୟ ବୃଦ୍ଧା, 47ବର୍ଷୀୟ ପୁରୁଷ, 44ବର୍ଷୀୟ ପୁରୁଷ, 43 ବର୍ଷୀୟ ମହିଳା, 35ବର୍ଷୀୟ ପୁରୁଷ, କଟକରୁ 36ବର୍ଷୀୟ ପୁରୁଷ, 70ବର୍ଷୀୟ ମହିଳା, ଢେଙ୍କାନାଳରୁ 68ବର୍ଷୀୟ ପୁରୁଷ, 70ବର୍ଷୀୟ ପୁରୁଷ, 91ବର୍ଷୀୟ ବୃଦ୍ଧ, 75ବର୍ଷୀୟ ପୁରୁଷ, 30ବର୍ଷୀୟ ପୁରୁଷ, ଗଞ୍ଜାମରୁ 43 ବର୍ଷୀୟ ପୁରୁଷ, 30ବର୍ଷୀୟ ପୁରୁଷ, 55 ବର୍ଷୀୟ ପୁରୁଷ, 60ବର୍ଷୀୟ ମହିଳା, ଜଗତସିଂହପୁରରୁ, 40ବର୍ଷୀୟ ପୁରୁଷ, ଯାଜପୁରରୁ 55ବର୍ଷୀୟ ମହିଳା, 44ବର୍ଷୀୟ ପୁରୁଷ, କେନ୍ଦ୍ରାପଡାରୁ 47ବର୍ଷୀୟ ମହିଳା, 33ବର୍ଷୀୟ ପୁରୁଷ, 99ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।
ସେହିପରି ଖୋର୍ଦ୍ଧାରୁ 45ବର୍ଷୀୟ ପୁରୁଷ, 37 ବର୍ଷୀୟ ପୁରୁଷ, 22ବର୍ଷୀୟ ଯୁବକ, 38 ବର୍ଷୀୟ ମହିଳା, କୋରାପୁଟରୁ 61ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 30ବର୍ଷୀୟ ପୁରୁଷ, 23 ବର୍ଷୀୟ ଯୁବକ, ନବରଙ୍ଗପୁରରୁ 51ବର୍ଷୀୟ ପୁରୁଷ, 45ବର୍ଷୀୟ ମହିଳା, 82ବର୍ଷୀୟ ବୃଦ୍ଧ, ନୟାଗଡରୁ 48ବର୍ଷୀୟ ପୁରୁଷ, 40 ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷ, 40ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ପୁରୀରୁ 55 ବର୍ଷୀୟ ପୁରୁଷ, ରାୟଗଡାରୁ 46ବର୍ଷୀୟ ପୁରୁଷ, 82ବର୍ଷୀୟ ପୁରୁଷ, 35ବର୍ଷୀୟ ପୁରୁଷ, 50ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 4 ବର୍ଷୀୟ ମହିଳା, 36 ବର୍ଷୀୟ ପୁରୁଷ ଓ ଜଣେ ମହିଳା, 60ବର୍ଷୀୟ ମହିଳାଙ୍କ ଜୀବନ ନେଇଛି କିଲର କୋରୋନା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ