ETV Bharat / city

ଭୁବନେଶ୍ବର ସତ୍ୟନଗର ହେବ ଶାନ୍ତୁନ ମହାପାତ୍ରଙ୍କ ଶେଷକୃତ୍ବ

author img

By

Published : Dec 30, 2020, 9:57 AM IST

Updated : Dec 30, 2020, 2:29 PM IST

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶାନ୍ତନୁ ମହାପାତ୍ରଙ୍କ ଶେଷକୃତ୍ୟ

14:24 December 30

ସତ୍ୟ

ଭୁବନେଶ୍ବର: ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସତ୍ୟନଗରରେ ହେବ ଶେଷକୃତ୍ବ ସମ୍ପୂର୍ଣ୍ଣ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତିମ ସଂସ୍କାର । ଏନେଇ ତାଙ୍କ ବଡ କୌଶିକ ମହାପାତ୍ର କହିଛନ୍ତି ।

10:44 December 30

ପଦ୍ମଶ୍ରୀ ଶାନ୍ତନୁଙ୍କ ପରଲୋକରେ ଧର୍ମେନ୍ଦ୍ରଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ବର: ପଦ୍ମଶ୍ରୀ ଶାନ୍ତନୁଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଓଡିଆ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସ୍ୱର୍ଗତ ମହାପାତ୍ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।

10:08 December 30

ଶାନ୍ତନୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକବ୍ୟକ୍ତ

ଭୁବନେଶ୍ବର:ପଦ୍ମଶ୍ରୀ ଶାନ୍ତନୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକବ୍ୟକ୍ତ । ଶାନ୍ତନୁଙ୍କ ଦେହାନ୍ତରେ ସେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ  । ସ୍ବତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ,ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ ରହିବେ ବୋଲି ନବୀନ କହିଛନ୍ତି । 

10:07 December 30

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶାନ୍ତନୁ ମହାପାତ୍ରଙ୍କ ଶେଷକୃତ୍ୟ ।

09:42 December 30

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ବର୍ଷ ଶେଷ ବେଳକୁ ପୁଣି ଓଲିଉଡକୁ ଝଟକା । ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଓଡିଆ ସିନେ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ଶାନ୍ତନଙ୍କ ପରଲୋକ ସହ ଓଡିଆ ସଙ୍ଗୀତ ଯୁଗରେ ଏକ ଯୁଗର ଅବସାନ ହୋଇଛି । 

Last Updated : Dec 30, 2020, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.