ETV Bharat / city

ରାଜ୍ୟରୁ ଦିନକରେ 14 ଜୀବନ ନେଲା କୋରୋନା

author img

By

Published : Apr 30, 2021, 12:03 PM IST

Updated : Apr 30, 2021, 2:35 PM IST

ଦିନକୁ ସଙ୍ଗୀନ ହେଉଛି ମହାମାରୀ । ଆଜି ରାଜ୍ୟରେ 14ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

14ଜୀବନ ନେଲା କୋରୋନା
14ଜୀବନ ନେଲା କୋରୋନା

ଭୁବନେଶ୍ବର: ଦିନକୁ ସଂକ୍ରମଣ ସାଙ୍ଗକୁ ବୃଦ୍ଧି ପାଉଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରେ 14ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା 20047ରେ ପହଞ୍ଚିଛି ।

ଭୁବନେଶ୍ବରରୁ ଦୁଇଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ଜଣେ 74ବର୍ଷୀୟ ବୃଦ୍ଧା ଓ 52 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗଞ୍ଜାମରୁ ଜଣେ 78ବର୍ଷୀୟ ବୃଦ୍ଧା ଆଖି ବୁଜିଛନ୍ତି । କଳାହାଣ୍ଡିରୁ ଜଣେ 60ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କୋରୋପୁଟରୁ ଜଣେ 52ବର୍ଷୀୟ ଓ ଜଣେ 56ବର୍ଷୀୟ ବ୍ୟକ୍ତିଙ୍କର ଜୀବନ ଯାଇଛି ।

ସେହିପରି, ନବରଙ୍ଗପୁରରୁ ଜଣେ 45ବର୍ଷୀୟ ବ୍ୟକ୍ତି ଓ ରାୟଗଡାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁରରୁ ଜଣେ 30 ବର୍ଷୀୟ ବ୍ୟକ୍ତି ଓ ସୁନ୍ଦରଗଡରୁ ଦୁଇଜଣ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି । ଆଜିର ମୃତକଙ୍କ ମିଶାଇ ରାଜ୍ୟରେ ଏଯାବତ 20,047ଜଣ କୋରୋନାରେ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Apr 30, 2021, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.