ETV Bharat / city

ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପ୍ରସଙ୍ଗ: ରାଜ୍ୟକୁ କମ ଅର୍ଥ ଦେଇଛି କେନ୍ଦ୍ର - ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପ୍ରସଙ୍ଗ

ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପ୍ରସଙ୍ଗ । ଚତୁର୍ଦ୍ଦଶ କମିଶନ ଅନୁସାରେ ରାଜ୍ୟକୁ କମ ଅର୍ଥ ଦେଇଛି କେନ୍ଦ୍ର । ସର୍ବଭାରତୀୟ ସ୍ତରରେ ବି ଅନୁଦାନର ପରିମାଣ କମିଥିବା ପ୍ରକାଶ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 29, 2019, 1:18 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ନିଷ୍କର୍ଶ । ଚତୁର୍ଦ୍ଦଶ କମିଶନ ଅନୁସାରେ କେନ୍ଦ୍ର ରାଜ୍ୟକୁ କମ ଅର୍ଥ ଦେଇଛି । ସର୍ବ ଭାରତୀୟ ସ୍ତରରେ ବି ଅନୁଦାନର ପରିମାଣ କମିଥିବା ପ୍ରକାଶ । ଯାହା ପଛରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଭୁଲ ଆକଳନ ଦାୟୀ । ସୋମବାର ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପ୍ରସଙ୍ଗରେ ନିରଞ୍ଜନଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ 5 ବର୍ଷରେ ସ୍ବାୟତ୍ତ ଶାସନ ଓ ଗ୍ରାମ ପଞ୍ଚାୟତ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ରାଜ୍ୟକୁ 1 ଲକ୍ଷ 84 ହଜାର କୋଟିର ଅର୍ଥ ଯୋଗାଇଥିଲେ । ଯାହା ନିର୍ଦ୍ଧାରିତ ମୂଲ୍ୟଠାରୁ 17 ହଜାର 299 କୋଟି ଟଙ୍କା କମ୍‌ ବୋଲି ପ୍ରକାଶିତ । ଅନ୍ୟପଟେ 8ଟି ଯୋଜନାରେ 1854 କୋଟି ଟଙ୍କା କାଟିଛି କେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନୁଯାୟୀ ଅନେକ ଯୋଜନାରେ କେନ୍ଦ୍ରୀୟ ଅଂଶ 90:10 ବଦଳରେ 60:40 କରାଯାଇଛି । ଉତ୍ତର-ପୂର୍ବ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଏହି ଅଂଶ ଲାଗୁ କରାଯିବା ଦରକାର ବୋଲି ଗୃହରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁସାରେ କେନ୍ଦ୍ର ରାଜ୍ୟକୁ କମ ଅର୍ଥ ଦେଇଛି। ସର୍ବ ଭାରତୀୟ ସ୍ତରରେ ବି ଅନୁଦାନ ଦେବା କମିଛି। କାରଣ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଆକଳନ ଠିକ ନଥିଲା। 5 ବର୍ଷରେ 1 ଲକ୍ଷ 84 ହଜାର କୋଟି ଏବଂ ସ୍ୱାୟତ୍ତ ଶାସନ ଓ ଗ୍ରାମ ପଞ୍ଚାୟତ , ବିପର୍ଯ୍ୟୟ ପରିଚାଳନା ପାଇଁ ଅର୍ଥ ଦେଇଛନ୍ତି। କିନ୍ତୁ 17 ହଜାର 299 କୋଟି ଟଙ୍କା କମ ମିଳିଛି। ସୂଚନା ଦେଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। 8ଟି ଯୋଜନାରେ 1854 କୋଟି ଟଙ୍କା କାଟିଛି କେନ୍ଦ୍ର। Body:ଅନେକ ଯୋଜନାର କେନ୍ଦ୍ରୀୟ ଅଂଶ 90:10 ବଦଳରେ 60:40
କରାଯାଇଛି। ଉତ୍ତର ପୂର୍ବ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଏହି ଅଂଶ ଲାଗୁ କରାଯିବା ଦରକାର ବୋଲି ଗୃହରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସୂଚନା ଦେଇଛନ୍ତି।
ବାଇଟ ନିରଂଜନ ପୂଜାରୀ, ଅର୍ଥମନ୍ତ୍ରୀ
ପ୍ରଶ୍ନକାଳରେ ଅଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.