ETV Bharat / city

ବୋଗସ ଚାଷୀଙ୍କ ନାଁରେ ସାଢେ 5 କୋଟି ଟଙ୍କା ଠକେଇ, ତାମିଲନାଡୁରୁ ବନ୍ଧା ହେଲା ଠକ - ତାମିଲନାଡୁର ତ୍ରିଚିର ଏସ କାଥିରେଶନ

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରୁ ନକଲି ଡକୁମେଣ୍ଟ ଜରିଆରେ ହୋଇଛି ଘୋଟାଲା । ବୋଗସ ଚାଷୀଙ୍କ ନାଁରେ ଲୋନ ନେଇ ଫେରାର ଅଭିଯୁକ୍ତକୁ ତାମିଲନାଡୁ ଥୁଭାକୂଆଡିର ଗୁନନାପଲିରୁ ଗିରଫ କରିଛି EOW । ଅଧିକ ପଢନ୍ତୁ...

ବୋଗସ ଚାଷିଙ୍କ ନାରେ ଲୋନ ନେଇ ଫେରାର, ସାଢେ ୫କୋଟିର ଠକ ତାମିଲନାଡୁରୁ ଗିରଫ

author img

By

Published : Aug 11, 2021, 9:29 AM IST

Updated : Aug 11, 2021, 9:48 AM IST

ଭୁବନେଶ୍ବର: SHG ଗ୍ରୁପ ନାଁରେ 5 କୋଟି ଚଳୁ । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରୁ ନକଲି ଡକୁମେଣ୍ଟ ଜରିଆରେ ହୋଇଛି ଘୋଟାଲା । ଜଗନ୍ନାଥ ଫାଇନାନ୍‌ସିଆଲ ଗ୍ରୁପ, କ୍ୟାସ ଫାଉଣ୍ଡେସନ ଜରିଆରେ ୫କୋଟି ୬୨ ଲକ୍ଷ ଟଙ୍କା ଠକେଇ ହୋଇଛି । ଏନେଇ ଅଭିଯୁକ୍ତକୁ ତାମିଲନାଡୁରୁ ଗିରଫ କରିଛି ପୋଲିସ ।

୨୦୦୯ ମସିହାରେ ଇଷ୍ଟହ୍ବାଇଲ କର୍ପୋରେସନ ବ୍ୟାଙ୍କ ଯାହା ବର୍ତ୍ତମାନ ୟୁନିୟନ ବ୍ୟାଙ୍କ ନାମରେ ଜଣା । ସେଠାରୁ ଏଭଳି ଭାବରେ ନକଲି ଚାଷୀ ବା ବୋଗସ ଚାଷୀଙ୍କ ନାଁରେ ଠକେଇ କରିଥିଲେ ତାମିଲନାଡୁର ତ୍ରିଚିର ଏସ କାଥିରେଶନ । ଯେ କି ଠକେଇ କରି ଓଡିଶାରୁ ଫେରାର ହୋଇଥିଲେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଠକେଇ ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କର ଚିଫ ଜେନେରାଲ ମାନେଜର କେ ଏନ ନରସିହ୍ମା ୯ ଫେବୃଆରୀ ୨୦୧୫ରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ତଦନ୍ତ କରି ତାମିଲନାଡୁର ଥୁଭାକୂଆଡି ,ଗୁନନାପଲିରୁ ଗିରଫ କରିଛି EOW ।

ତେବେ ଫେରାର ଅଭିଯୁକ୍ତକୁ ବ୍ୟାଙ୍କ ଫ୍ରଡ କେସରେ ତାମିଲନାଡୁରୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଆଣୁଛି EOW ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Aug 11, 2021, 9:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.