ETV Bharat / city

ଘନଉଛି ବାତ୍ୟା: ପାରାଦୀପ ଠାରୁ 800 କିମି ଦୂରରେ ବୁଲବୁଲ, ବର୍ଷା ସମ୍ଭାବନା - DEEP DEPRESSION

ଗୁରୁବାର ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ଭୟଙ୍କର ବାତ୍ୟାର ରୂପ ନେବ । ଅଧିକ ପଢନ୍ତୁ...

ଘନଉଛି ବାତ୍ୟା: ପାରାଦ୍ବୀପ ଠାରୁ 800 କିମି ଦୂରରେ, ଓଡିଶାକୁ ବର୍ଷା
author img

By

Published : Nov 6, 2019, 7:12 PM IST

Updated : Nov 6, 2019, 9:09 PM IST

ଭୁବନେଶ୍ବର: ଘନଉଛି ବାତ୍ୟା । ଗଭୀର ଅବପାତ ପରେ ଏବେ ଭୟଙ୍କର ବାତ୍ୟାର ରୂପ ନେଉଛି ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ । ଏହା ପାରାଦୀପ ଠାରୁ 800 କିମି ଦୂରରେ ରହିଛି ।

DEEP DEPRESSION STANDS 800 KM AWAY  FROM PARADEEP, RAIN TO LASH IN ODISHA
ଘନଉଛି ବାତ୍ୟା: ପାରାଦ୍ବୀପ ଠାରୁ 800 କିମି ଦୂରରେ, ଓଡିଶାକୁ ବର୍ଷା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ ଅନୁସାରେ, ଗୁରୁବାର ଏହା ଭୟଙ୍କର ବାତ୍ୟାର ରୂପ ନେବ । 8,9 ଓ 10ରେ ଅତି ଭୟଙ୍କର ରୂପ ନେଇ ତାଣ୍ଡବ ରଚିବାର ସମ୍ଭାବନା ରହିଛି। ହେଲେ ଓଡ଼ିଶାରେ ଏହାର ପ୍ରକୋପ କ'ଣ ରହିବ ସେନେଇ କିଛି ଜଣାପଡିନାହିଁ।

ବର୍ତ୍ତମାନ ସାମୁଦ୍ରିକ ବାତ୍ୟାର ଗତିବିଧି ଯାହା, ଏହାର ପ୍ରଭାବରେ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ଯୋଗୁଁ ପବନର ବେଗ ଘଣ୍ଟାପ୍ରତି 40ରୁ 50 କିମି ରହିବା ନେଇ ଆକଳନ କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଘନଉଛି ବାତ୍ୟା। ଅବପାତ, ଗଭୀର ଅବପାତ ଆଉ ଏବେ ବାତ୍ୟାର ରୂପ ନେଇ ଭୟଙ୍କର ରୁପ ନେଉଛି। ଏବେ ଏହା ପାରାଦ୍ୱୀପ ଠାରୁ 800 କିମି ଦୂରରେ ରହିଛି। IMD ଆକଳନ ଅନୁସାରେ ଆସନ୍ତା କାଲି ଏହା ଭୟଙ୍କର ବାତ୍ୟାର ରୂପ ନେବ। 8,9 ଓ 10 ରେ ଅତି ଭୟଙ୍କର ରୁପ ନେଇ ତାଣ୍ଡବ ରଚିବ। ତେବେ ଓଡ଼ିଶାରେ ଏହାର ପ୍ରକୋପ କଣ ରହିବ ସେନେଇ ସ୍ପଷ୍ଟତା ଆସି ନାହିଁ। ତେବେ ବର୍ତ୍ତମାନର ଗତିବିଧି ଦେଖିଲେ ଉତ୍ତର ଓ ଉପକୂଳର୍ବୀ ଜିଲ୍ଲାରେ ମଫଃୟ। ଧରଣର ବର୍ଷ ହେବା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି 40ରୋ 50 କିମି ରହିବ। Body:କConclusion:
Last Updated : Nov 6, 2019, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.