ETV Bharat / city

ଆରପାରିରେ ଜେଟଲୀ: ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଆଜି ଅରୁଣ ଜେଟଲୀଙ୍କ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ବର୍ଗତଃ ଜେଟଲୀଙ୍କ ପ୍ରତି ନିଜର ଶୋକବ୍ୟକ୍ତ କରିବା ସହିତ ଦିବଙ୍ଗତ ନେତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 24, 2019, 2:41 PM IST

ଭୁବନେଶ୍ବର: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଆଜି ଅରୁଣ ଜେଟଲୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ବର୍ଗତଃ ଜେଟଲୀଙ୍କ ପ୍ରତି ନିଜର ଶୋକବ୍ୟକ୍ତ କରିବା ସହିତ ଦିବଙ୍ଗତ ନେତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କୁ ଜଣେ ବିଚକ୍ଷଣ ନେତା ସହିତ ପ୍ରବୀଣ ଆଇନଜ୍ଞ ଓ ବରିଷ୍ଠ ଅର୍ଥନୀତି ବିଶାରଦ ବୋଲି ଉଲ୍ଲେଖ କରିଛନ୍ତି । ସେ ଦେଶ ପାଇଁ ତଥା ଭାରତୀୟ ଜନତା ପାର୍ଟିର ଜଣେ ଅମୂଲ୍ୟ ସମ୍ପଦ ଥିଲେ। ତାଙ୍କ ବିୟୋଗରେ ଆମେ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦୀର୍ଘ ଦିନର ଅସୁସ୍ଥ ରହିବା ପରେ ଆଜି ଅରୁଣ ଜେଟଲି ଙ୍କ ଦେହାନ୍ତ ହୋଇଛି।ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ସ୍ବର୍ଗତ ଜେଟଲିଙ୍କ ପ୍ରତି ନିଜର ଶୋକ ବ୍ୟକ୍ତ କରିବା ସହିତ ଦିବଙ୍ଗତ ନେତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Body:ଏହି ଅବସରରେ ଶ୍ରୀ ଷଢଙ୍ଗୀ ତାଙ୍କୁ ଜଣେ ବିଚକ୍ଷଣ ନେତା ସହିତ ପ୍ରବୀଣ ଆଇନଜ୍ଞ ଓ ବରିଷ୍ଠ ଅର୍ଥନୀତି ବିଶାରଦ ବୋଲି ଉଲ୍ଲେଖ କରିବା ସହିତ ତାଙ୍କ କାର୍ଯ୍ୟ ପ୍ରେରଣା ତାଙ୍କୁ ଅନେକ ପରିମାଣରେ ଉଦବୁଦ୍ଧ କରିଥିବା କହିଛନ୍ତି।ସେ ଦେଶ ପାଇଁ ତଥା ଭାରତୀୟ ଜନତା ପାର୍ଟିର ଜଣେ ଅମୂଲ୍ୟ ସମ୍ପଦ ଥିଲେ।ତାଙ୍କୁ ବିୟୋଗରେ ଆମେମାନେ ମର୍ମାହତ ହୋଇଥିବା ଶ୍ରୀ ଷଢଙ୍ଗୀ କହିବା ସହିତ ତାଙ୍କ ଆମର4 ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପାର୍ଥନା କରିଛନ୍ତି।ଏଥି ସହିତ ଏହି ଦୁଖଦ ସମୟରେ ଭଗବାନ ତାଙ୍କ ପରିବାରର ସଦସ୍ୟଙ୍କୁ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିବା ସହିତ ସମବେଦନା ଜ୍ଞାପନ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.