ETV Bharat / city

ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ବି ବ୍ୟବହାରକୁ DCGIର ଅନୁମତି

author img

By

Published : Jun 9, 2021, 8:35 AM IST

ହସ୍ପିଟାଲରେ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ବି ବ୍ୟବହାର କରିବାକୁ DCGI ର ଅନୁମତି । ଏନେଇ ରାଜ୍ୟର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି | ଅଧିକ ପଢନ୍ତୁ...

ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ବି ବ୍ୟବହାରକୁ DCGIର ଅନୁମତି
ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ବି ବ୍ୟବହାରକୁ DCGIର ଅନୁମତି

ଭୁବନେଶ୍ବର: ହସ୍ପିଟାଲରେ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ବି ବ୍ୟବହାର କରିବାକୁ DCGI ର ଅନୁମତି । କ୍ୟାସିରିଭିମାବ ଏବଂ ଇମଡେଭିମାବକୁ ମଧ୍ୟ ଅନୁମତି ମିଳିଛି । ଏନେଇ ରାଜ୍ୟର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ।

EUA ନିୟମାବଳୀ ଅନୁଯାୟୀ ସୂଚକ ଓ ଆବଶ୍ୟକତାକୁ କଡାକଡି ଭାବରେ ପାଳନ କରୁଥିବା ପ୍ରେସକ୍ରାଇବ ଡାକ୍ତରଙ୍କ ଦ୍ୱାରା ଏହାର ବ୍ୟବହାର ପାଇଁ ରାଜ୍ୟରେ ଏହି ଔଷଧ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଔଷଧଗୁଡ଼ିକ OSMCL ଏବଂ ଅନ୍ୟାନ୍ୟ ମନୋନୀତ ବିତରଣ ସାଇଟରେ ଷ୍ଟକ ରଖାଯିବ । ସୁପରିଣ୍ଟେଣ୍ଡେଣ୍ଟ ଏବଂ CDM ମାଧ୍ୟମରେ ପ୍ରେସକ୍ରିପସନ୍ କରୁଥିବା ଡାକ୍ତରଙ୍କ ଦ୍ବାରା ଏହି ଔଷଧ ପ୍ରଦାନ କରାଯିବ । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଙ୍ଗଳବାର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ, ମେଡିକାଲ କଲେଜ ଏବଂ ହସ୍ପିଟାଲ ସମେତ RGH ରାଉରକେଲା ନିର୍ଦ୍ଦେଶକଙ୍କୁ ଚିଠି ଲେଖଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.