ETV Bharat / city

ଫେବୃଆରୀରେ ‘ମୋ ସରକାର’ରେ ମିଶିବ ରାଜସ୍ବ ବିଭାଗ - ‘ମୋ ସରକାର’

ଫେବୃଆରୀ 10 ରେ ‘ମୋ ସରକାର’ ରେ ସାମିଲ ହେବ ରାଜସ୍ବ ବିଭାଗ । ଏନେଇ ସୂଚନା ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

revenue-department-are-adding-to-mo-sarkar

author img

By

Published : Jan 24, 2020, 5:12 PM IST

ଭୁବନେଶ୍ବର: ଫେବୃଆରୀ 10ରେ ‘ମୋ ସରକାର’ରେ ମିଶିବ ରାଜସ୍ବ ବିଭାଗ । Odisha right to public serviceରେ ଯେଉଁ ସବୁ ମାମଲା ଏବେ ମଧ୍ୟ ପଡ଼ି ରହିଛି ତାହାକୁ ଫେବୃୟାରୀ 5 ସୁଦ୍ଧା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରେ 10 ତାରିଖରେ ମୋ ସରକାରକୁ ଆସିବାକୁ ସକ୍ଷମ ହେବ ବିଭାଗ ।

ରାଜସ୍ବ ବିଭାଗ ଯୋଡି ହେବାପରେ ଯେଉଁଦିନ ରେଜିଷ୍ଟ୍ରର ଅଫିସରେ ପଞ୍ଜିକରଣ ହେବ, ସେହିଦିନ ଅପରାହ୍ଣରେ ସମସ୍ତ ରେଜିଷ୍ଟ୍ରେସନ ତଥ୍ୟ ମିଳିବ । ଫେବୃୟାରୀ 1ରୁ ଏହା ଲାଗୁ ହେବ । ପରେ ଏପ୍ରିଲ 1ରୁ ଘଣ୍ଟାକ ମଧ୍ୟରେ ମିଳିବ ସମସ୍ତ କାଗଜପତ୍ର । ଏଥିପାଇଁ ଯେଉଁ ତହସିଲଦାରଙ୍କ ବକେୟା କାମ ରହିଛି, ସେମାନଙ୍କ ଛୁଟି ବାତିଲ କରିଛି ରାଜସ୍ବ ବିଭାଗ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସମ୍ପୃକ୍ତ କଲେଜ ନାଁରେ ଜମି ନାହିଁ । ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ନିଜ ନାମରେ ଜମି କରାଇବା ପାଇଁ ତହସିଲଦାରଙ୍କ ପାଖରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Odisha right to public service ରେ ଯେଉଁ ସବୁ ମାମଲା ପଡିକି ରହିଛି ଫେବୃୟାରୀ 5 ସୁଦ୍ଧା ସମାଧାନ କରିବା ପାଇଁ ନିର୍ଦ୍ଦେଶ। ଫେବୃୟାରୀ 10ରେ ରାଜସ୍ୱ ବିଭାଗ ମୋ ସରକାରକୁ ଆସିବାକୁ ସକ୍ଷମ ହେବ। ସବ ରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ ହେବା ପରେ ସେହିଦିନ ଅପରାହ୍ଣରେ ସମସ୍ତ ରେଜିଷ୍ଟ୍ରେସନ ତଥ୍ୟ ମିଳିବ । Body:ଫେବୃୟାରୀ 1ରୁ ଏହା ଲାଗୁ ହେବ। ଏପ୍ରିଲ 1ରୁ ଘଣ୍ଟାକରେ ମିଳିବ ସମସ୍ତ କାଗଜପତ୍ର। ଯେଉଁ ତହସିଲଦାରଙ୍କ ବକେୟା କାମ ରହିଛି, ସେମାନଙ୍କ ଛୁଟି ବାତିଲ କରିଛି ରାଜସ୍ୱ ବିଭାଗ। Conclusion:ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସମ୍ପୃକ୍ତ କଲେଜ ନାରେ ଜମି ନାହିଁ। ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ନିଜ ନା ରେ ଜମି କରାଇବା ପାଇଁ ତହସିଲଦାରଙ୍କ ପାଖରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.