ETV Bharat / city

ବିଜେପିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଇସ୍ତଫା - ଦାମୋଦର ରାଉତ

ବିଜେପିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଇସ୍ତଫା । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦାମ ।

ଫାଇଲ ଫଟୋ
author img

By

Published : Oct 16, 2019, 9:25 AM IST

Updated : Oct 16, 2019, 2:32 PM IST

ଭୁବନେଶ୍ବର: ବିଜେପୁର ଉପ-ନିର୍ବାଚନ ପୂର୍ବରୁ ପୁଣି ବିଜେପିକୁ ଝଟକା । ଦଳର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଦଳରୁ ଇସ୍ତଫା । ସେ ନିଜ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇଛନ୍ତି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
Dama rout
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦଳରେ ଅଣଦେଖାର ଅଭିଯୋଗ ଆଣି ବିଜେପିରୁ ସେ ଇସ୍ତଫା ଦେଇଛନ୍ତି । ସାଧାରଣ ନିର୍ବାଚନ ପରେ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଖୋଜା ପଡୁନଥିବାରୁ ସେ ଇସ୍ତଫା ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହ ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କର ସ୍ବାର୍ଥ ପାଇଁ କାର୍ଯ୍ୟକରି ଅବଶିଷ୍ଟ ଜୀବନ ବିତାଇବି ବୋଲି ସେ କହିଛନ୍ତି । ପୂର୍ବରୁ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇଥିଲେ ଦାମ ରାଉତ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 16, 2019, 2:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.