ETV Bharat / city

Cyclone Jawad Update: ଟଳିଲା ବାତ୍ୟା ଭୟ, ଜଓ୍ବାଦ ହେଲା ଡିପ୍ ଡିପ୍ରେସନ - ଟଳିଲା ବାତ୍ୟା ସଂକଟ

ବଙ୍ଗୋପସାଗରରେ ବଳ ଗୋଟାଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବାତ୍ୟା ‘ଜୱାଦ’ ସେହି ସମୁଦ୍ରରେ ହିଁ ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଜୱାଦ ଗଭୀର ଅବପାତ (Deep Depression)ରେ ପରିଣତ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ

Cyclone Jawad Update
Cyclone Jawad Update
author img

By

Published : Dec 4, 2021, 9:21 PM IST

ଭୁବନେଶ୍ବର: ଟଳିଲା ବାତ୍ୟା ସଂକଟ । ବଙ୍ଗୋପସାଗର (Bay of Bengal)ରେ ବଳ ଗୋଟାଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବାତ୍ୟା ‘ଜୱାଦ’ ସେହି ସମୁଦ୍ରରେ ହିଁ ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଜୱାଦ ଗଭୀର ଅବପାତ (Deep Depression)ରେ ପରିଣତ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର (India Meteorological Department )

  • The Cyclonic Storm ‘JAWAD’ weakened into a Deep Depression at 1730 hrs IST of today, it is about 180 km east-southeast of Vishakhapatnam, 260 km south of Gopalpur , 330 km south-southwest of Puri and 420 km south-southwest of Paradip.

    — Meteorological Centre, Bhubaneswar (@mcbbsr) December 4, 2021 " class="align-text-top noRightClick twitterSection" data=" ">

IMD ସୂଚନା ଅନୁସାରେ ସଂଧ୍ୟା 5.30ରେ ଜୱାଦ ଗଭୀର ଅବପାତରେ ପରିଣତ ହୋଇଛି । ସେତେବେଳକୁ ଏହା ବିଶାଖାପାଟଣା ଠାରୁ 180 କିମି ଓ ଓଡିଶାର ଗୋପାଳପୁରରୁ ଠାରୁ 260 କିମି ଦୂରରେ ରହିଥିଲା । ଏହାସହ ପୁରୀ ଉପକୂଳ ଠାରୁ 330 କିମି ଓ ପାରାଦୀପ ଉପକୂଳରୁ 420 କିମି ଦୂରରେ ସମୁଦ୍ର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.