ETV Bharat / city

‘ବିପର୍ଯ୍ୟୟ ନିରୋଧି ଉତ୍ତମ ଭିତ୍ତିଭୂମି ବ୍ୟବସ୍ଥାରେ ଉପକୃତ ହେବ ଓଡିଶା’ - ସାଇକ୍ରୋନ୍ ରିସାଇଲେଟ୍ ଟ୍ରାନ୍ସମିସନ୍

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ପାଇଁ ଉପକୂଳରେ ବିପର୍ଯ୍ୟୟ ନିରୋଧୀ ଉତ୍ତମ ଭିତିଭୂମି ସ୍ଥାପନ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ କରାଯାଇଛି । ଅଧିକ ପଢନ୍ତୁ...

ବିପର୍ଯ୍ୟୟ ନିରୋଧୀ ଉତ୍ତମ ଭିତ୍ତିଭୂମି ବ୍ୟବସ୍ଥାରେ ଓଡିଶା ଉପକୃତ ହେବ

author img

By

Published : May 30, 2021, 7:31 AM IST

ଭୁବନେଶ୍ବର: ଆଗାମୀ ଭବିଷ୍ୟତର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ବିପର୍ଯ୍ୟୟର ସ୍ଥାୟୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ ହୋଇଛି । ଏହା ଦ୍ଵାରା ପ୍ରାକୃତିକ ବିପର୍ଯ୍ୟୟରେ ଅଧିକ ପ୍ରଭାବିତ ହେଉଥିବା ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହେବ । ଏହା କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଓଡ଼ିଶା ପରି ସୁଦୀର୍ଘ ବେଳାଭୂମିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଗୋଲକ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ପାଇଁ ଉପକୂଳରେ ବିପର୍ଯ୍ୟୟ ନିରୋଧି ଉତ୍ତମ ଭିତିଭୂମି ସ୍ଥାପନ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ କରାଯାଇଛି । ଅଭିନବ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସମାଧାନ ମାଧ୍ୟମରେ ବିପତ୍ତି ପରିଚାଳନା ଏବଂ ରିସ୍କ୍ ମ୍ୟାନେଜମେଣ୍ଟ ଭାରତ ସରକାର ଅଗ୍ରଣୀ ଭୂମିକା ନେବେ ।

ମନ୍ତ୍ରଣାଳୟ ଦ୍ୱାରା ଉପକୂଳ ତଟବର୍ତ୍ତୀ ଅଂଚଳରେ ୨୦ କିମିରୁ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ୬୦ କିମି ପର୍ଯ୍ୟନ୍ତ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକ ସାଇକ୍ରୋନ୍ ରିସାଇଲେଟ୍ ଭିତିଭୂମି ସ୍ଥାପନ କରିବେ । ଏହାଦ୍ୱାରା ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହୋଇପାରିବ ଗୋଲକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.