ETV Bharat / city

ସାଇବର ଅପରାଧ ବୃଦ୍ଧିକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

author img

By

Published : Jan 6, 2020, 4:29 PM IST

ସାଇବର ଅପରାଧକୁ ରୋକିବା ନେଇ ଭୁବନେଶ୍ବରର ଜୟଦେବ ଭବନ ଠାରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

cyber crime awareness
ବଢୁଛି ସାଇବର ଅପରାଧ

ଭୁବନେଶ୍ବର: ସୁରକ୍ଷିତ ନାହିଁ ସରକାରୀ ୱେବସାଇଟ । ଫାଇଦା ନେଉଛନ୍ତି ସାଇବର ଠକ । ଧରାପଡୁନାହାଁନ୍ତି ସାଇବର ଠକ । କେତେବେଳେ ସରକାରୀ କଲେଜ ତ ଆଉ କେତେବେଳେ ରାଜସ୍ବ ବିଭାଗର ୱେବସାଇଟ ହେଉଛି ହ୍ୟାକ । ସରକାରୀ କଳରେ ଥିବା ଗଳା ବାଟରେ ଫାଇଦା ଉଠାଉଛନ୍ତି ଅପରାଧୀ । ୱେବ ୱେବସାଇଟରେ ଥିବା ତଥ୍ୟକୁ ହ୍ୟାକ କରି କରୁଛନ୍ତି ବ୍ଲାକମେଲ । ଚୋର ଚୋରି କରି ଗଲା ପରେ ଏବେ ଚିନ୍ତା ପଶିଛି ସରକାରଙ୍କର ।

ଏଥିପାଇଁ ରାଜଧାନୀ ସ୍ଥିତ ଜୟଦେବ ଭବନ ଠାରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଆଇଟି ସଚିବ ମନୋଜ ମିଶ୍ର, ଗୃହ ସଚିବ ସଞ୍ଜୀବ ଚୋପ୍ରା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସରକାରୀ ୱେବସାଇଟ ସହଯୋଗରେ ଅଡିଟ କରି ବୈଷୟିକ ଜ୍ଞାନକୌଶଳ ବିଭାଗ ସବୁ ୱେବସାଇଟକୁ ଆରମ୍ଭ କରାଯିବ ବୋଲି ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସାଇବର ଅପରାଧକୁ ରୋକିବା ନେଇ ସଚେତନତା କାର୍ଯ୍ୟକ୍ରମ

ତେବେ ଏକ ସପ୍ତାହ ଧରି ସେମିନାର କରାଯିବ, ଏହା ସହ ବିଭିନ୍ନ ସ୍କୁଲରେ ମଧ୍ୟ ସାଇବର ସିକ୍ୟୁରିଟି ଉପରେ ଆଲୋଚନା କରାଯିବା ସହ ଲିଫଲେଟ ମାଧ୍ୟମରେ ସଚେତନତା କରାଯିବ । କ୍ରାଇମବ୍ରାଞ୍ଚ ଆଇଜି ଅମିତିନ୍ଦ୍ରନାଥ ସିହ୍ନା କହିଛନ୍ତିଯେ, ନୂତନ ଡିଜିପିଙ୍କ ପ୍ରାଥମିକତା ରହିଛି । ଏବେ ନୂଆ ଟାଇପର କ୍ରାଇମ, ଏଥିପାଇଁ ଆମକୁ କ୍ୟାପାସିଟି ବୃଦ୍ଧି କରିବା ସହ ପୋଲିସ ମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଉଛି । ଆଗାମୀ ଦିନରେ ସମସ୍ତ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଅନୁସାରେ 2019ରେ କେବଳ 60ଟି ୱେବସାଇଟ ହ୍ୟାକ ହୋଇଥିଲା । ଇଏତ ଗଲା ସରକାରୀ ୱେବସାଇଟର କଥା । ତେବେ ସାଇବର ରେକର୍ଡ ଦେଖିଲେ ଓଡିଶାରେ ସାଇବର ଅପରାଧ 150 ପ୍ରତିଶତ ବୃଦ୍ଧି ପାଇଛି । 2016ରେ ଓଡ଼ିଶାରେ 317ଟି ମାମଲା ରୁଜୁ ହୋଇଥିବା ବେଳେ 2018ରେ ଏହି ସଂଖ୍ୟା ବୃଦ୍ଧି ପାଇ 700କୁ ପହଞ୍ଚିଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସୁରକ୍ଷିତ ନାହିଁ ସରକାରୀ ୱେବ ସାଇଡ। ଫାଇଦା ନେଉଛନ୍ତି ସାଇବର ଠକ ।ଧରାପଡୁନାହାନ୍ତି ସାଇବର ଠକ।କେତେବେଳେ ସରକାରୀ କଲେଜ ତା ଆଉ କେତେବେଳେ ରାଜସ୍ବ ବିଭାଗର ୱେବ ସାଇଡ ହେଉଛି ହକ । ସରକାରୀ କଳରେ ଥିବା ଗଳା ବାଟରେ ଫାଇଦା ଉଠାଉଛନ୍ତି ଅପରାଧୀ ।ୱେବ ସାଇଡ ରେ ଥିବା ତଥ୍ୟ କୁ ହାକ କରି କରୁଛନ୍ତି ବ୍ଲାକ ମେଲ।ଚୋର ଚୋରି କରି ଗଲା ପରେ ଏବେ ଚିନ୍ତା ପଶିଛି ସରକାର ଙ୍କର
ଏଥିପାଇଁ ପାଇଁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ ।Body:ସରକାରୀ ୱେବ ସାଇଡ କୁ iiit ସହଯୋଗରେ ଅଡିଟ କରି ବୈଷୟିକ ଜ୍ଞାନକୌଶଳ ବିଭାଗ ସବୁ ୱେବ ସାଇଡ କୁ ଆରମ୍ଭ କରିଯିବା ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ।
ଏକ ସପ୍ତାହ ଧରି ସେମିନାର କରାଯିବ ,ଏହା ସହ ବିଭିନ୍ନ ସ୍କୁଲ ରେ ମଧ୍ୟ ସାଇବର ସିକ୍ୟୁରିଟ୍ ଉପରେ ଆଲୋଚନା କରାଯିବ ।ଲିପଲେଟ୍ ମାଧ୍ୟମରେ ସଚେତନତା କରାଯିବ ।

କ୍ରାଇମବ୍ରାଞ୍ଚ ଆଇଜି ଅମିତିନ୍ଦ୍ରନାଥ ସିହ୍ନା କହିଛନ୍ତି ଯେ,ନୂତନ ଡିଜିପିଙ୍କ ପ୍ରାଥମିକତା ରହିଛି ,ଏବେ ନୂଆ ଟାଇପର କ୍ରାଇମ ,ଏଥିପାଇଁ ଆମକୁ କ୍ୟାପିସିଟ୍ ବୃଦ୍ଧି କରିବା ସହ ପୋଲିସ ମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଉଛି ।ଆଗାମୀ ଦିନରେ ସମସ୍ତ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି ।

Conclusion:ସୂଚନା ଅନୁସାରେ
2019ରେ କେବଳ 60ଟି ୱେବ ସାଇଡ ହାକ ହୋଇଥିଲା।ଇଏତ ଗଲା ସରକାରୀ ୱେବ ସାଇଡ ର କଥା ସାଇବର ରେକର୍ଡ ଦେଖିଲେ ଓଡିଶା ରେ ସାଇବର ଅପରାଧ 150%ପ୍ରତିଶତ ବୃଦ୍ଧି ପାଇଛି.. 2016ରେ ଓଡ଼ିଶାରେ 317ଟି ମାମଲା ରୁଜୁ ହୋଇଥିବା ବେଳେ 2018ରେ ଏହି ସଂଖ୍ୟା ବୃଦ୍ଧି ପାଇଁ 700କୁ ପହଂଚି ଥିଲା ।ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଆଇଟି ସଚିବ ମନୋଜ ମିଶ୍ର,ଗୃହ ସଚିବ ସଞଜୀବ ଚୋପ୍ରା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ
ବାଇଟ୍ -ଅଶିତ୍ ତ୍ରିପାଠୀ ,ମୁଖ୍ୟ ଶାସନ ସଚିବ
ବାଇଟ୍-ଅମିତିନ୍ଦ୍ରନାଥ ସିହ୍ନା,କ୍ରାଇମବ୍ରାଞ୍ଚ ଆଇଜି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.