ETV Bharat / city

‘ସ୍କିଲ ଇନ ଓଡିଶା ଜରିଆରେ ଦକ୍ଷତାକୁ ଦିଆଯିବ ନୂଆ ଦିଗନ୍ତ’ - ସାରା ରାଜ୍ୟ ରେ 75 ଟି ସଂସ୍ଥା ସହଯୋଗରେ 146 ଟି ଭିନ୍ନ ଭିନ୍ନ ଟ୍ରେଡ଼ରେ ଦକ୍ଷତା ବିକାଶ ତାଲିମ

ଓରମାସ ପକ୍ଷରୁ ଆୟୋଜିତ ହୋଇଛି ସିଏକ୍ସଓ 2019 ସମ୍ମିଳନୀ । ଏଥିରେ ଯୋଗ ଦେଇଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 31, 2019, 4:07 AM IST

ଭୁବନେଶ୍ୱର: ‘ବର୍ତ୍ତମାନ ପ୍ରଚଳିତ ଦକ୍ଷତା ପରିବେଶକୁ ସ୍କିଲ ଇନ ଓଡିଶା ଜରିଆରେ ଦିଆଯିବ ନୂଆ ଦିଗନ୍ତ’, ଓରମାସ ପକ୍ଷରୁ ଆୟୋଜିତ ହୋଇ ଥିବା ସିଏକ୍ସଓ 2019 ସମ୍ମିଳନୀରେ ଏଭଳି କିଛି କହିଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା । ଏହା ସହ ଦିନ୍ ଦୟାଲ ଉପାଧାୟ ଯୋଜନାକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଯୋଜନାରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରରେର 18 - 35 ବର୍ଷ ଅନେକ ବେକାର ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା ବୋଲି ମନ୍ତ୍ରୀ ମତ ରଖିଛନ୍ତି । ଅନ୍ୟ ଯୋଜନା ଜରିଆରେ ଓରମାସ ବର୍ତ୍ତମାନ ସାରା ରାଜ୍ୟ ରେ 75 ଟି ସଂସ୍ଥା ସହଯୋଗରେ 146 ଟି ଭିନ୍ନ ଭିନ୍ନ ଟ୍ରେଡ଼ରେ ଦକ୍ଷତା ବିକାଶ ତାଲିମ ମଧ୍ୟ ପ୍ରଦାନ କରୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବର୍ତ୍ତମାନ ପ୍ରଚିଳିତ ଦକ୍ଷତା ପରିବେଶ କୁ ସ୍କିଲ ଇନ ଓଡିଶା ଜରିଆରେ ଦିଆଯିବ ନୂଆ ଦିଗନ୍ତ : ପ୍ରତାପ ଜେନା।

। ଭୁବନେଶ୍ୱର ରେ ଓରମାସ ପକ୍ଷରୁ ଆୟୋଜିତ ହୋଇ ଥିବା ସିଏକ୍ସଓ 2019ସମ୍ଭିଳନି ରେ
ଏଭଳି କିଛି କହିଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା। ଏହା ସହ ଦିନ ଦୟାଲ ଉପାଧାୟ ଯୋଜନା କୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି। ଏବଂ ଏହି ଯୋଜନା ରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରରେ ର 18 - 35 ବର୍ଷ ଅନେକ ବେକାର ଯୁବକ ଯୁବତୀ ଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମ ସଂସାନ ଯୋଗାଇଦେବା ବୋଲି ମନ୍ତ୍ରୀ ମତ ରଖିଛନ୍ତି। ଅନ୍ୟ ଓଏତେ ଯୋଜନା ର ଜରିଆରେ ଓରମାସ ବର୍ତ୍ତମାନ ସାରା ରାଜ୍ୟ ରେ 75 ଟି ସଂସା ସହଯୋଗ ରେ 146 ଟି ଭିନ୍ନ ଭିନ୍ନ ଟ୍ରେଡ଼ ରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ମଧ୍ୟ ଦେଉଛି।

Body:ବର୍ତ୍ତମାନ ପ୍ରଚିଳିତ ଦକ୍ଷତା ପରିବେଶ କୁ ସ୍କିଲ ଇନ ଓଡିଶା ଜରିଆରେ ଦିଆଯିବ ନୂଆ ଦିଗନ୍ତ : ପ୍ରତାପ ଜେନା।

। ଭୁବନେଶ୍ୱର ରେ ଓରମାସ ପକ୍ଷରୁ ଆୟୋଜିତ ହୋଇ ଥିବା ସିଏକ୍ସଓ 2019ସମ୍ଭିଳନି ରେ
ଏଭଳି କିଛି କହିଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା। ଏହା ସହ ଦିନ ଦୟାଲ ଉପାଧାୟ ଯୋଜନା କୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି। ଏବଂ ଏହି ଯୋଜନା ରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରରେ ର 18 - 35 ବର୍ଷ ଅନେକ ବେକାର ଯୁବକ ଯୁବତୀ ଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମ ସଂସାନ ଯୋଗାଇଦେବା ବୋଲି ମନ୍ତ୍ରୀ ମତ ରଖିଛନ୍ତି। ଅନ୍ୟ ଓଏତେ ଯୋଜନା ର ଜରିଆରେ ଓରମାସ ବର୍ତ୍ତମାନ ସାରା ରାଜ୍ୟ ରେ 75 ଟି ସଂସା ସହଯୋଗ ରେ 146 ଟି ଭିନ୍ନ ଭିନ୍ନ ଟ୍ରେଡ଼ ରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ମଧ୍ୟ ଦେଉଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.