ETV Bharat / city

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ମୁହଁ ଖୋଲିଲେ ସଂସ୍କୃତି ମନ୍ତ୍ରୀ

author img

By

Published : Feb 3, 2020, 2:03 PM IST

ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ବିରୋଧ ବଢିବାରେ ଲାଗିଛି। ସେପଟେ ଏନେଇ ମୁହଁ ଖୋଲିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ...

culture minister reaction
ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ମୁହଁ ଖୋଲିଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର: ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ବିରୋଧ ବଢିବାରେ ଲାଗିଛି। ପୂର୍ବରୁ ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ବିକ୍ଷୋଭ ହୋଇଥିବାବେଳେ ଆଜି(ସୋମବାର) ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ।

ଏହାକୁ ଆମେ ଆଉ ସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଉଚିତ। ଏହି ବିରୋଧ ଆହୁରି ଅଧିକ ହେବ। ଇସ୍କନକୁ ତାଗିଦ କରିବା ସମୟ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ତାଗିଦ କରିବା କଥା ବୋଲି କହିଛନ୍ତି ମହେଶ୍ବର ।

ସେହିପରି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଏହା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ଏହା ଜ୍ଞାତସାରରେ ରହିଛି ଏବଂ ସରକାର ଏହାର ଆଇନସଙ୍ଗତ ଉଚିତ୍‌ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.