ETV Bharat / city

ରାଜରାସ୍ତାରେ ନାଚି ନାଚି ରାଜ୍ୟ ସିଏସଡ଼ି ସଂଘର ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 20, 2019, 2:16 PM IST

ରାଜ୍ୟ ସିଏସଡ଼ି ସଂଘ ପକ୍ଷରୁ ରାଜଧାନୀରେ ନାଚିନାଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ନାଚିନାଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସିଏସଡ଼ି ସଂଘ। ଜଙ୍ଗଲ ଜମି ଅଧିକାର ଆଇନର ନିଷ୍କ୍ରିୟତାକୁ ନେଇ ଏହି ବିକ୍ଷୋଭ କରାଯାଇଥିଲା । ଏଥିରେ ଶହଶହ ଆଦିବାସୀ ଲୋକ ଏକତ୍ରୀତ ହୋଇ ପାରମ୍ପରିକ ନାଚରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଏସଡ଼ି ସଂଘ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି।

ଜଙ୍ଗଲ ଜମି ଅଧିକାର ଆଇନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଅବମାନନା କରୁଥିବା ଅଭିଯୋଗ କରିଛି ରାଜ୍ୟ ସିଏସଡ଼ି ସଂଘ। ସରକାର କେବଳ ଆଇନ କରିଦେଇ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି। ଏପରିକି ଆଦିବାସୀଙ୍କ ଜଙ୍ଗଲ ଜମି ଉପରେ ବିଭିନ୍ନ କମ୍ପାନୀ, ଶିଳ୍ପପତି, ପୁଞ୍ଜିପତି କବଜା କରିଛନ୍ତି। ସରକାର ନିଜର ସ୍ଵାର୍ଥ ପାଇଁ ଏ ସବୁ ଉପରେ ଧ୍ୟାନ ଦେଉ ନଥିବା ସଂଘ ଅଭିଯୋଗ ଆଣିଛି। ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସଂଘ ପ୍ରକାଶ କରିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜରାସ୍ତା ରେ ନାଚି ନାଚି ବିକ୍ଷୋଭ ପ୍ରଦର୍ଶନ କଲେ ରାଜ୍ୟ ସିଏସଡ଼ି ସଂଘ।

ଆଜି ଏଭଳି କିଚି ଦୃଶ୍ୟ ରାଜଧାନୀ ର ରାଜରାସ୍ତା ରେ ଦେଖିବା କୁ ମିଳିଥିଲା। ଶହ ଶହ ଆଦିବାସୀ ଏକତ୍ରିତ ହୋଇ ନିଜେ ପରମ୍ପରା ନାଚ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜଂଗଲ ଜମି ଅଧିକାର ଆଇନ ର ହତ୍ୟା ଉଭୟ କେନ୍ଦ୍ର ଓ ରାଜ୍ୟ କରୁଥିବା ଅଭିଯୋଗ ଆଣି ଆଜି ରାଜ୍ୟ ସିଏସଡ଼ି ସଙ୍ଘ ଆଜି ରାଜଧାନୀ ରେ ଗର୍ଜ୍ଜନ କରିଥିଲା। ସରକାର କେବଳ ଆଇନ କରି ଦେଇ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଆଦିବାସୀ ଙ୍କ ଜଙ୍ଗଲ ଜମି ଉପରେ ବିଭିନ୍ନ କମ୍ପାନୀ, ଶିଳ୍ପପତି, ପୁଞ୍ଜି ପତି ସବୁ ମାଡି ବସୁଛନ୍ତି। ସରକାର ନିଜର ସ୍ଵାର୍ଥ ପାଇଁ ଏ ସବୁ ଉପରେ ଧ୍ୟାନ ଦେଉ ନାହାନ୍ତି। ବୋଲି ସଙ୍ଘ ଅଭିଯୋଗ ଆଣିଛି। ଏବଂ ଏ ସବୁ ଉପରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଆଜି ସଂଘ ପ୍ରକାଶ କରିଛି।

ବାଇଟ
ଗୋପୀ ନାଥ ମାଝି
ସଭାପତି

Body:ରାଜରାସ୍ତା ରେ ନାଚି ନାଚି ବିକ୍ଷୋଭ ପ୍ରଦର୍ଶନ କଲେ ରାଜ୍ୟ ସିଏସଡ଼ି ସଂଘ।

ଆଜି ଏଭଳି କିଚି ଦୃଶ୍ୟ ରାଜଧାନୀ ର ରାଜରାସ୍ତା ରେ ଦେଖିବା କୁ ମିଳିଥିଲା। ଶହ ଶହ ଆଦିବାସୀ ଏକତ୍ରିତ ହୋଇ ନିଜେ ପରମ୍ପରା ନାଚ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜଂଗଲ ଜମି ଅଧିକାର ଆଇନ ର ହତ୍ୟା ଉଭୟ କେନ୍ଦ୍ର ଓ ରାଜ୍ୟ କରୁଥିବା ଅଭିଯୋଗ ଆଣି ଆଜି ରାଜ୍ୟ ସିଏସଡ଼ି ସଙ୍ଘ ଆଜି ରାଜଧାନୀ ରେ ଗର୍ଜ୍ଜନ କରିଥିଲା। ସରକାର କେବଳ ଆଇନ କରି ଦେଇ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଆଦିବାସୀ ଙ୍କ ଜଙ୍ଗଲ ଜମି ଉପରେ ବିଭିନ୍ନ କମ୍ପାନୀ, ଶିଳ୍ପପତି, ପୁଞ୍ଜି ପତି ସବୁ ମାଡି ବସୁଛନ୍ତି। ସରକାର ନିଜର ସ୍ଵାର୍ଥ ପାଇଁ ଏ ସବୁ ଉପରେ ଧ୍ୟାନ ଦେଉ ନାହାନ୍ତି। ବୋଲି ସଙ୍ଘ ଅଭିଯୋଗ ଆଣିଛି। ଏବଂ ଏ ସବୁ ଉପରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଆଜି ସଂଘ ପ୍ରକାଶ କରିଛି।

ବାଇଟ
ଗୋପୀ ନାଥ ମାଝି
ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.