ETV Bharat / city

ସାଧୁସନ୍ଥଙ୍କ ଯଜ୍ଞପାଠରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି - ଭୁବନେଶ୍ବର

କେଉଁ ପୁରାଣ ଯୁଗରୁ କିମ୍ବଦନ୍ତୀ କଥାକୁ ଅନୁସରଣ କରି ଦେଶ ବିଦେଶରୁ ସାଧୁସନ୍ଥମାନେ ଏହି ଅବସରରେ ତପ ,ଧ୍ୟାନ କରି ଜଗତର ମଙ୍ଗଳ ନିମନ୍ତେ ପାର୍ଥନା କରିଥାନ୍ତି । ଅଧିକ ଖବର ପଢନ୍ତୁ...

ସାଧୁସନ୍ଥଙ୍କ ଯଜ୍ଞପାଠରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି

author img

By

Published : Feb 4, 2020, 3:20 AM IST

ଭୁବନେଶ୍ବର: କେଉଁ ପୁରାଣ ଯୁଗରୁ କିମ୍ବଦନ୍ତୀ କଥାକୁ ଅନୁସରଣ କରି ଦେଶ ବିଦେଶରୁ ସାଧୁସନ୍ଥମାନେ ଏହି ଅବସରରେ ତପ ,ଧ୍ୟାନ କରି ଜଗତର ମଙ୍ଗଳ ନିମନ୍ତେ ପାର୍ଥନା କରିଥାନ୍ତି । ଆଉ ତାଙ୍କର ଦର୍ଶନ କରିବା ସହିତ ସେମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିବା ପାଇଁ ସାଧାରଣ ଜନତା ଏଠାକୁ ଚାଲି ଆସନ୍ତି । ସେହି ପ୍ରଥା ଧୀରେ ଧୀରେ ମେଳାରେ ପରିଣତ ହୋଇଥିବା ବେଳେ ବେଶ ପ୍ରସିଦ୍ଧି ଲାଭ କରିବାରେ ଲାଗିଛି ଖଣ୍ଡଗିରି ମେଳା ।

ସାଧୁସନ୍ଥଙ୍କ ଯଜ୍ଞପାଠରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି

ପବିତ୍ର ମାଘ ସପ୍ତମୀ ଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଥବା ବେଳେ ଦିନକୁ ଦିନ ଗହଳି ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ଏଠାକୁ ଆସୁଥିବା ବାବା ଓ ସାଧୁସନ୍ଥମାନେ ଖଣ୍ଡଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ନିଜ ନିଜର ଆସ୍ଥାନ ଜମାଇ ପୂଜା ପାଠ, ହୋମ ଯଜ୍ଞ କରିବାରେ ଲାଗିପଡିଛନ୍ତି ।

ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠୁଥିବା ଦେଖିବାକୁ ମିଳୁଥିବା ବେଳେ ପରିବେଶ ଭକ୍ତିମୟ ଅନୁଭବ ହେଉଛି । ଲୋକମାନେ ଏଠାରେ ବିରାଜମାନ କରୁଥିବା ମାଆଙ୍କ ଦର୍ଶନ କରିବା ସହିତ ମେଳା ବୁଲିବାରେ ଆନନ୍ଦ ଉଠାଉଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କେଉଁ ପୁରାଣ କାଳରୁ କିମ୍ବଦନ୍ତୀ କଥାକୁ ଅନୁସରଣ କରି ଦେଶ ବିଦେଶରୁ ସାଧୁସନ୍ଥମାନେ ଏହି ଅବସରରେ ତପ ,ଧ୍ୟାନ କରି ଜଗତର ମଙ୍ଗଳ ନିମନ୍ତେ ପାର୍ଥନା କରିଥାନ୍ତି।ଆଉ ତାଙ୍କର ଦର୍ଶନ କରିବା ସହିତ ସେମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିବା ପାଇଁ ସାଧାରଣ ଜନତା ଏଠାକୁ ଚାଲି ଆସନ୍ତି।ସେହି ପ୍ରଥା ଧୀରେ ଧୀରେ ମେଳା ରେ ପରିଣତ ହୋଇ ଥିବା ବେଳେ ଏହା ବେଶ ପ୍ରସିଦ୍ଧି ଲାଭ କରିବାରେ ଲାଗିଛି।

Body:ପବିତ୍ର ମାଘ ସପ୍ତମୀ ଠାରୁ ଖଣ୍ଡଗିରି ଆରମ୍ଭ ହୋଇଥବା ମେଳା ରେ ଦିନକୁ ଦିନ ଗହଳି ବଢ଼ିବାରେ ଲାଗିଛି।ବିଭିନ୍ନ ସ୍ଥାନରୁ ଏଠାକୁ ଆସୁଥିବା ବାବା ଓ ସାଧୁସନ୍ଥମାନେ ଖଣ୍ଡଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ନିଜ ନିଜର ଆସ୍ଥାନ ଜମାଇ ପୂଜା ପାଠ ହୋମ ଯଜ୍ଞ କରିବାରେ ଲାଗିପଡିଛନ୍ତି।ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠୁଥିବା ଦେଖିବାକୁ ମିଳୁଥିବା ବେଳେ ପରିବେଶ ଭକ୍ତିମୟ ଅନୁଭବ ହେଉଛି।ଲୋକମାନେ ଏଠାରେ ବିରାଜମାନ କରୁଥିବା ମା ଙ୍କ ଦର୍ଶନ କରିବା ସହିତ ମେଳା ବୁଲିବାରେ ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳୁଛି।
ବାଇଟ-୧,୨-ବାବା
ବାଇଟ-ଶ୍ରଦ୍ଧାଳୁ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.