ETV Bharat / city

କୋରୋନା ମୁକାବିଲାରେ ସରକାର ବିଫଳ: ସିପିଆଇଏମ

author img

By

Published : Apr 18, 2021, 5:28 PM IST

ଦେଶ ତଥା ରାଜ୍ୟରେ କୋରୋନା ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ସିପିଆଇଏମ । ଅଧିକ ପଢନ୍ତୁ...

କରୋନା ମୁକାବିଲାରେ ସରକାର ବିଫଳ: ସିପିଆଇଏମ
କରୋନା ମୁକାବିଲାରେ ସରକାର ବିଫଳ: ସିପିଆଇଏମ

ଭୁବନେଶ୍ବର : ଦେଶରେ କୋରୋନାର ଦିତୀୟ ଲହର ତାଣ୍ଡବ ସୃଷ୍ଟି କଲାଣି । କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ଭାରତରେ କରୋନା ସଂକ୍ରମଣ ରୋକିବାରେ ବିଫଳ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସିପିଆଇଏମ ନେତା ଅଳି କିଶୋର ପଟ୍ଟନାୟକ । ସେ କହିଛନ୍ତି ସଂକ୍ରମଣ ସଂଖ୍ଯା ବଢିବା ସହିତ ଭାରତରେ ଏବେ ମୃତକଙ୍କ ସଂଖ୍ଯା ମଧ୍ୟ ବଢିବାରେ ଲାଗିଛି । ହେଲେ ହସ୍ପିଟାଲରେ ଶଯ୍ୟା ନାହିଁ ।

କରୋନା ମୁକାବିଲାରେ ସରକାର ବିଫଳ: ସିପିଆଇଏମ

ଟିକା ଉତ୍ସବ ପାଳନ ହେଉଛି ହେଲେ ଟିକା ନାହିଁ l କେନ୍ଦ୍ର ସରକାର ଆବଶ୍ୟକ ପରିମାଣରେ ଟିକା ଯୋଗାଣ ନକରିବାରୁ ଓଡ଼ିଶା ସମେତ ବହୁ ରାଜ୍ୟରେ ଟିକାଦାନ ବ୍ୟାହତ ହୋଇଛି ବୋଲି ଅଳି କିଶୋର ପଟ୍ଟନାୟକ କହିଛନ୍ତି । କୋରୋନର ଦ୍ବିତୀୟ ଲହର କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ନୁହେଁ, ଜୀବନ ଜିବିକାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିବ । ତେଣୁ, ଓଡିଶା ଓ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସିପିଆଇଏମ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି ଗୁଡିକ କରାଯାଇଛି l

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.