ETV Bharat / city

ଭୁବନେଶ୍ୱର ଷ୍ଟେସନରେ ଆଇସୋଲେସନ ଟ୍ରେନ

author img

By

Published : Apr 16, 2020, 7:19 PM IST

ଭୁବନେଶ୍ବରର ରେଳଷ୍ଟେସନର 4ନମ୍ବର ପ୍ଲାଟଫର୍ମରେ ପହଞ୍ଚିଛି ଆଇସୋଲେସନ ଟ୍ରେନ । କୋରୋନା ସନ୍ଦିଗ୍ଧଙ୍କୁ ସେଠାରେ ରଖାଯାଇ ଚିକିତ୍ସା କରାଯିବ । ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନରେ ଏପରି ଆଇସୋଲେସନ ଟ୍ରେନ ରଖାଯିବ ।

covid19: isolation train arrived in bbsr station
ଭୁବନେଶ୍ୱର ଷ୍ଟେସନରେ ଆଇସୋଲେସନ ଟ୍ରେନ

ଭୁବନେଶ୍ବର: ରାଜଧାନୀ ଷ୍ଟେସନରେ ଆଇସୋଲେସନ ଟ୍ରେନ । କୋରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଛି । ଏହାର ମୁକାବିଲା ପାଇଁ ଭୁବନେଶ୍ବରର ରେଳ ଷ୍ଟେସନରେ ଲାଗିଛି ଆଇସୋଲେସନ ଟ୍ରେନ ।

ଭୁବନେଶ୍ୱର ଷ୍ଟେସନରେ ଆଇସୋଲେସନ ଟ୍ରେନ

ଭୁବନେଶ୍ବରର ରେଳ ଷ୍ଟେସନର 4ନମ୍ବର ପ୍ଲାଟଫର୍ମରେ ରହିଛି ଏହି ଆଇସୋଲେସନ ଟ୍ରେନ । ଏଥିରେ ରହିଛି 21ଟି କୋଚ୍ । ଏଥିରେ କୋରୋନା ସନ୍ଦିଗ୍ଧଙ୍କୁ ରଖାଯିବ । ଏହା ସମ୍ପୂର୍ଣ୍ଣ ରୂପେ ଅତ୍ୟାଧୁନିକ ଭାବରେ ପ୍ରସ୍ତୁତ କରାଯାଇଛି । ଯାହା ଟ୍ରେନରେ ଥିବା କୋଚ୍ ଗୁଡିକର ଝରକାକୁ ସମ୍ପୂର୍ଣ୍ଣ ଜାଲି ମାଧ୍ୟମରେ ଅବାଧ କରାଯାଇଛି । ଟ୍ରେନଟି ସମ୍ପୂର୍ଣ ପରିଷ୍କାର ପରିଚ୍ଛନତା ରଖାଯାଇଛି । ଏହା ଭିତରେ ମେଡିକାଲରେ ସମସ୍ତ ସୁବିଧା ମିଳିବ ।

ଏହି ଟ୍ରେନଟି ବୁଧବାର ସଂଧ୍ୟାରେ ଆସି ଭୁବନେଶ୍ବରର ଷ୍ଟେସନରେ ପହଁଚିଛି । ଯାହା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । କୋରୋନା ସନ୍ଦିଗ୍ଧଙ୍କୁ ସେଠାରେ ରଖାଯାଇ ଚିକିତ୍ସା କରାଯିବ । ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନରେ ଏପରି ଆଇସୋଲେସନ ଟ୍ରେନ ରଖାଯିବ । ଯେପରିକି ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ ସମ୍ବଲପୁର, ବିଶାଖାପଟନାମ ଆଦିରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.