ETV Bharat / city

ଲକଡାଉନ ଯୋଗୁଁ ସବୁ ବନ୍ଦ, ଗରମରେ ହନ୍ତସନ୍ତ ରାଜଧାନୀ ବାସୀ

author img

By

Published : Apr 14, 2020, 7:48 PM IST

କୋରୋନା ପ୍ରଭାବ ଇଲୋକଟ୍ରୋନିକ ଜିନିଷ ଉପରେ କୋରୋନା ମାଡ଼ ଖରାପ ଜିନିଷକୁ ଲୋକମାନେ ସଜାଡି ପାରୁନାହାନ୍ତି। ଲୋକଙ୍କ ଘରେ ଫ୍ୟାନ,ମୋବାଇଲ, ଫ୍ରିଜ, କୁଲର ଓ ବାଇକ ପରି ଅନାନ୍ୟ ଯନ୍ତ୍ରପାତି ଜିନିଷ ଖରାପ ହୋଇପଡିଛି । ଅନ୍ୟପଟେ ଲାକଡାଉନ ସମୟରେ ଦୋକାନ ଖୋଲାନଥିବାରୁ ସାଧାରଣ ଜନତା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

covid19-affected-on-electronic-items-in-capital-people-face-many-problems
ଇଲୋକଟ୍ରୋନିକ ଜିନିଷ ଉପରେ କୋରୋନା ମାଡ଼, ଖରାପ ଜିନିଷକୁ ସଜାଡି ପାରୁନାହାନ୍ତି ଲୋକେ

ଭୁବନେଶ୍ବର: କୋରୋନା ପ୍ରଭାବରେ ସାରା ବିଶ୍ବ ଧରାଶାୟୀ ହୋଇପଡିଛି । ଜୀବନକୁ ବାଜି ଲଗାଇ କୋରୋନା ସହ ଲଢେ଼ଇ କରୁଛନ୍ତି ବିଭିନ୍ନ ଦେଶ । ଲକଡାଉନ ସମୟରେ ଜନସାଧରଣଙ୍କର ଅତ୍ୟାବଶ୍ୟକ ଜିନିଷ ପାଇଁ ବାହାରକୁ ଯାଇପାରୁନାହାନ୍ତି ସାଧାରଣ ଜନତା । 21 ଦିନ ଲାକଡାଉନ ହୋଇଥିବା ବେଳେ ଏବେ ଏହାକୁ ମେ 3 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏ ଭଳି ସମୟରେ ଲୋକମାନେ ଗରମରେ ଅସ୍ତବ୍ୟସ୍ତ ହେବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ ।

କୋରୋନା ପ୍ରଭାବ ସହ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଲୋକଙ୍କ ମୁଣ୍ଡରେ ଚଢକ ପଡିଛି । ଲୋକଙ୍କ ଘରେ ଫ୍ୟାନ,ମୋବାଇଲ, ଫ୍ରିଜ, କୁଲର ଓ ବାଇକ ପରି ଅନାନ୍ୟ ଯନ୍ତ୍ରପାତି ଜିନିଷ ଖରାପ ହୋଇ ପଡିଛି । ଯାହାକୁ ନେଇ ଠିକ କରିବା ଏହି ସମୟରେ ସମ୍ଭବପର ନୁହେଁ । ଲାକଡାଉନକୁ ଦୃଷ୍ଟିରେ ରଖି ଦୋକାନ ବଜାର ଖୋଲୁନାହାନ୍ତି। ଯାହା ଫଳରେ କୋରୋନା ଲୋକମାନଙ୍କ ଉପରେ ଦାଉ ସାଜିଛି । ଏପଟେ ଖରା ତାତି ବଢ଼ୁଥିବାରୁ ଅନେକ ଲୋକଙ୍କର ଫ୍ୟାନ ହେଉ ଏସି ହେଉ ଅବା କୁଲର ତାହା ଖରାପ ହୋଇ ପଡିଛି । ବଜାରରେ ଦୋକାନ ରହିଥିଲେ ବି ଦୋକାନୀ କାମ କରିବାକୁ ପ୍ରସ୍ତୁତ ନାହାନ୍ତି । ଯାହା କରୋନା ମାଡ଼ରେ ଭୟରେ ମନା କରୁଛନ୍ତି ବା ଦୋକାନ ଖୋଲୁନାହାନ୍ତି । ଏପଟେ କିନ୍ତୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି କୌଣସି ଯନ୍ତ୍ରପାତି ସଜଡ଼ା ନ କରିପାରି ନିରବ ରହୁଛନ୍ତି ।

ଏପଟେ ନିଜର ପ୍ରିୟଜନ ମାନଙ୍କ ସହ ମୋବାଇଲରେ କଥା ହେବା ପାଇଁ ମୋବାଇଲ ଖରାପ ରହିଛି। ଯେତେବେଳେ ଲାକଡାଉନ ସମୟରେ ଅନେକ ଲୋକ ଘର ଛାଡ଼ି ବାହାରେ ରାହୁଛନ୍ତି ସେହି ସମୟରେ ନିହାର ପ୍ରିୟଜନଙ୍କ କଥା ମନେ ପଡିଥାଏ। କିନ୍ତୁ ଲାକଡାଉନ ସମୟରେ ଯେତେବେଳେ ଏକ ମୋବାଇଲ ଖରାପ ହୋଇଥାଏ ତେବେ ଡହଳ ବିକଳ ଲାଗିଥାଏ ବୋଲି କୁହନ୍ତି କିଛି ଜନତା। ଖରା ତାତି କୁ ନେଇ ଯେତେବେଳେ ଘରେ ଫ୍ୟାନ ବା କୁଳର ଖରାପ ହୋଇପଡିଛି। ସେତେବେଳେ ଉପାୟ ଶୂନ୍ୟ ହୋଇପଡିଛନ୍ତି ସାଧାରଣ ଜନତା। ଭୟରେ ଦୋକାନି ଦୋକାନ ଖୋଲୁନାହାନ୍ତି କି ଘରେ ଆସି କାମ କରୁନାହାନ୍ତି। ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନତା।

ମହାମାରୀ କୋରୋନା ଯୋଗୁଁ ଯନ୍ତ୍ରପାତା ସଜାଡିବା ମେକାନିକଙ୍କ ଦୋକାନ ଖୋଲୁନାହାନ୍ତି । ସରକାରଙ୍କର ଲକଡାଉନ ଫଳରେ ଦୋକାନ ବନ୍ଦ ରହିଛି । ବେପାର ମାନ୍ଦା ରହିଛି । ଗ୍ରାହକ ବାରମ୍ବାର ଯୋଗାଯୋଗ କରୁଛନ୍ତି। ଏପରିକି ଲକଡାଉନ ପୂର୍ବରୁ ଯେହେତୁ କୋରୋନା ଆରମ୍ଭ ହୋଇଥିଲ । ସେ ସମୟରେ ଲୋକାମାନଙ୍କର ଏସି ଫ୍ରିଜ ଓ ୱା ସିଙ୍ଗ ମେସିନ ଆଦି ଖରାପ ହୋଇଥିଲା । ଯାହା ଲୋକମାନେ ସଜାଡ଼ିବା ପାଇଁ ଦେଇଛନ୍ତି। କିନ୍ତୁ ଲାକଡାଉନ ରେ ଦୋକାନ ବଜାର ବନ୍ଦ ରହିଥିବାରୁ ଅନେକଙ୍କର ଜିନିଷ ପଡିରହିଛି । ଯାହା ଫଳରେ ଅନେକ ଆର୍ଥିକ କ୍ଷୟକ୍ଷତି ଘଟୁଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.