ETV Bharat / city

ରାଜଧାନୀର ଧର୍ମାନୁଷ୍ଠାନରେ ହଟିଲା କଟକଣା, ଲୋଡା ନାହିଁ କୋଭିଡ ସାର୍ଟିଫିକେଟ - ରାଜଧାନୀର ଧର୍ମାନୁଷ୍ଠାନରେ ହଟିଲା କଟକଣା

ରାଜଧାନୀର ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ହଟିଲା କଟକଣା । ମନ୍ଦିରକୁ ପ୍ରବେଶ କରିବା ପାଇଁ ଆଉ ଦରକାର ପଡିବନି କୋଭିଡ ସାର୍ଟିଫିକେଟ। ବର୍ତ୍ତମାନ କୋଭିଡ ଓ ଟୀକାକରଣର ସ୍ଥିତିକୁ ଦେଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ

ରାଜଧାନୀର ଧର୍ମାନୁଷ୍ଠାନରେ ହଟିଲା କଟକଣା,ଲୋଡା ନାହିଁ କୋଭିଡ ସାର୍ଟିଫିକେଟ

author img

By

Published : Feb 23, 2022, 7:53 PM IST

ଭୁବନେଶ୍ବର : ରାଜଧାନୀର ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ହଟିଲା କଟକଣା । ମନ୍ଦିରକୁ ପ୍ରବେଶ କରିବା ପାଇଁ ଆଉ ଦରକାର ପଡିବନି କୋଭିଡ ସାର୍ଟିଫିକେଟ। ବର୍ତ୍ତମାନ କୋଭିଡ ଓ ଟୀକାକରଣର ସ୍ଥିତିକୁ ଦେଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜଧାନୀର ଧର୍ମାନୁଷ୍ଠାନରେ ହଟିଲା କଟକଣା,ଲୋଡା ନାହିଁ କୋଭିଡ ସାର୍ଟିଫିକେଟ
ରାଜଧାନୀର ଧର୍ମାନୁଷ୍ଠାନରେ ହଟିଲା କଟକଣା,ଲୋଡା ନାହିଁ କୋଭିଡ ସାର୍ଟିଫିକେଟ

ଏହାବି ପଢନ୍ତୁ : Panchayat Poll: ଦୀର୍ଘ ବର୍ଷ ପରେ ଲାଲଗଡରେ ପଡିବ ଭୋଟ

ଏଣିକି ବିଏମସି ଅଧିନରେ ଥିବା କୌଣସି ବି ଧାର୍ମିକ ଅନୁଷ୍ଠାନକୁ ପରିଦର୍ଶନ ବା ଦର୍ଶନ ପାଇଁ ଟୀକାକରଣ ପ୍ରମାଣପତ୍ର କିମ୍ବା ପରିଚୟପତ୍ରର ଆବଶ୍ୟକତା ନାହିଁ। କିନ୍ତୁ ଏହାର କର୍ତ୍ତୃପକ୍ଷ ସେମାନଙ୍କ ପରିସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତକୁ ସାନିଟାଇଜ କରିବା ଭଳି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୨ ତାରିଖରୁ ୧୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ନେଇ ଅନୁମତି ଦେଇଥିଲେ ବିଏମସି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.