ETV Bharat / city

ବର୍ତ୍ତମାନ ରାଜଧାନୀରେ ସଂକ୍ରମଣ ସମ୍ପୂର୍ଣ୍ଣ କମିବ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ରାଜଧାନୀରେ ମହାମାରୀ ସଂକ୍ରମଣ କମିବ ନାହିଁ

ବର୍ତ୍ତମାନ ରାଜଧାନୀରେ ମହାମାରୀ ସଂକ୍ରମଣ କମିବ ନାହିଁ । କାରଣ ଭୁବନେଶ୍ବର ହେଉଛି ରାଜ୍ୟ ରାଜଧାନୀ । ତେଣୁ ଏଠିକି ଦୈନନ୍ଦିନ ସାରା ରାଜ୍ୟରୁ ଅନେକ ଲୋକ ଆସୁଛନ୍ତି । ଫଳରେ ଏଠି ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ସ୍ବାସ୍ଥ୍ୟ ନିର୍ଦ୍ଦେଶକ
author img

By

Published : Oct 28, 2021, 6:11 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜଧାନୀରେ ମହାମାରୀ ସଂକ୍ରମଣ କମିବ ନାହିଁ । କାରଣ ଭୁବନେଶ୍ବର ହେଉଛି ରାଜ୍ୟ ରାଜଧାନୀ । ତେଣୁ ଏଠିକି ଦୈନନ୍ଦିନ ସାରା ରାଜ୍ୟରୁ ଅନେକ ଲୋକ ଆସୁଛନ୍ତି । ଫଳରେ ଏଠି ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି ।

ରାଜଧାନୀରେ ଏବେ ସଂକ୍ରମଣ ସମ୍ପୂର୍ଣ୍ଣ କମିବ ନାହିଁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଆଜି (ଗୁରୁବାର) ଏହା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜଧାନୀ ଭୁବନେଶ୍ବରକୁ ରାଜ୍ୟ ତଥ୍ୟ ରାଜ୍ୟ ବାହାରୁ ଅନେକ ଲୋକ ଏଠାକୁ ଆସିଥାନ୍ତି। ତେଣୁ ଏଠାରେ ସଂକ୍ରମଣ ରହିବ। ଏହା ଏବେ ଜିରୋ ସଂକ୍ରମଣ ହେବ ନାହିଁ। ଲୋକଙ୍କର ଯିବା ଆସିବା ରହିଛି। ତେଣୁ ପଜିଟିଭ ରହିଛି ଆଗକୁ ମଧ୍ୟ ରହିବ। କୋଭିଡ ଭାଇରସ ଅଛି। କୋଭିଡ ସଂକ୍ରମଣ କିଭଳି ଆଗକୁ ନବଢିବ ସେଥିପାଇଁ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି। ତାସହ ଭୁବନେଶ୍ବରରେ ମଧ୍ୟ ସଂକ୍ରମଣ କମୁନାନାହିଁ। ସବୁବେଳେ ତଳ ଉପର ଭାବରେ ରହୁଛି ସଂକ୍ରମଣ। ଦୈନିକ 2 ଶହ ରୁ 3 ଶହ ମଧ୍ୟରେ ସଂକ୍ରମଣ ଏବେ ରହୁଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.