ETV Bharat / city

ପୂର୍ବ ଭଳି କୋରୋନା ଯୋଦ୍ଧାଙ୍କୁ ମିଳିବ 50 ଲକ୍ଷ କ୍ଷତିପୂରଣ - କରୋନା ଯୋଦ୍ଧା

ପୂର୍ବଭଳି ଜାରି ରହିବ କୋରୋନା ଯୋଦ୍ଧାଙ୍କ ପରିବାରକୁ କ୍ଷତିପୂରଣ ଯୋଜନା । କର୍ତ୍ତବ୍ୟରତ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ 50 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ପୂର୍ବ ଭଳି କୋରୋନା ଯୋଦ୍ଧାଙ୍କୁ ମିଳିବ 50 ଲକ୍ଷ କ୍ଷତିପୂରଣ

author img

By

Published : Apr 29, 2021, 10:02 PM IST

ଭୁବନେଶ୍ବର: ପୂର୍ବ ଭଳି ଜାରି ରହିବ କୋରୋନା ଯୋଦ୍ଧାଙ୍କ ପରିବାରକୁ କ୍ଷତିପୂରଣ ଯୋଜନା । କର୍ତ୍ତବ୍ୟରତ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ 50 ଲକ୍ଷ ଟଙ୍କା କ୍ଷତିପୂରଣ । କୋରୋନାର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗର ଘୋଷଣା ।

ପୂର୍ବ ଭଳି କୋରୋନା ଯୋଦ୍ଧାଙ୍କୁ ମିଳିବ 50 ଲକ୍ଷ କ୍ଷତିପୂରଣ
ପୂର୍ବ ଭଳି କୋରୋନା ଯୋଦ୍ଧାଙ୍କୁ ମିଳିବ 50 ଲକ୍ଷ କ୍ଷତିପୂରଣ

ସଂପୃକ୍ତ ସ୍ବାସ୍ଥ୍ୟକର୍ମୀ PMGKPରେ ସାମିଲ ହୋଇ ନଥିଲେ ପାଇବେ ସୁବିଧା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା। 2020 ଆର୍ଥିକ ସହାୟତା ପ୍ରଦାନ ପାଇଁ 50 ଲକ୍ଷ ଟଙ୍କା ଦିଆଯିବ। ଏହିମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (PMGKP) COVID-19 ସଂଗ୍ରାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା" ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.