ETV Bharat / city

10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା - vaccine will reach within 10 days

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ 10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା । ଟୀକା ପହଁଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟୀକା କରଣ ହେବ। ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଅଧିକ ପଢନ୍ତୁ...

10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା
10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା
author img

By

Published : Jan 6, 2021, 1:37 PM IST

ଭୁବନେଶ୍ବର: ସବୁ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଟୀକା ନେବା ବାଧ୍ୟତାମୂଳକ ନୁହେଁ । ଯିଏ ଚାହିଁବେ ସେମାନଙ୍କୁ ଟୀକା ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ 10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା । ଟୀକା ପହଁଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟୀକା କରଣ ହେବ। ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟୀକା ଆସିଛି । ତାହାକୁ 2 ଟି ଡୋଜରେ ଦିଆଯିବ। ପ୍ରଥମ ଡୋଜର 28 ଦିନ ପରେ ସେକେଣ୍ଡ ଡୋଜ ଦିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.