ETV Bharat / city

ଆଗାମୀ 6 ମାସରେ ଆସିପାରେ କୋରୋନା ଟୀକା: ଅଶୋକ ମହାପାତ୍ର

author img

By

Published : May 15, 2020, 8:52 PM IST

ଗୋଟେ ଭଲ ଟୀକା ଆଗାମୀ 6 ମାସ ମଧ୍ୟରେ ଆସିବାର ଆଶା ରହିଛି । ଏନେଇ ଟୀକା ଆସିବା ଯାଏଁ ସରକାରଙ୍କର ନିୟମକୁ ଅକ୍ଷରେ ଅକ୍ଷରେ ନିୟମାବଳୀ ମାନିବା ଆବଶ୍ୟକତା ରହୁଛି । ବିଶ୍ବରେ 100 ଟି ସ୍ଥାନରେ ବର୍ତ୍ତମାନ ଗବେଷଣା ଚାଲିଛି । ଯାହା ଆଗାମୀ 6 ମାସ ଭିତରେ ଟୀକା ପ୍ରସ୍ତୁତ ହୋଇ ଆସିପାରେ ବୋଲି ଆଶା କରିଛନ୍ତି ସମ ହସ୍ପିଟାଲର କୁଳପତି ଅଶୋକ ମହାପାତ୍ର ।

ଆଗାମୀ 6 ମାସ ଭିତରେ ଆସିପାରେ କରୋନା ଟୀକା : ଅଶୋକ ମହାପାତ୍ର
ଆଗାମୀ 6 ମାସ ଭିତରେ ଆସିପାରେ କରୋନା ଟୀକା : ଅଶୋକ ମହାପାତ୍ରଆଗାମୀ 6 ମାସ ଭିତରେ ଆସିପାରେ କରୋନା ଟୀକା : ଅଶୋକ ମହାପାତ୍ର

ଭୁବନେଶ୍ବର: ଆଗାମୀ 6 ମାସ ଭିତରେ ଭଲ କୋରୋନା ଟୀକା ପ୍ରସ୍ତୁତ ପାଇଁ ଚାଲିଛି ଯୋଜନା । ବିଶ୍ବରେ ଅନେକ ସ୍ଥାନରେ କରାଯାଉଛି ଗବେଷଣା । ଏହି ଟୀକା ନଆସିବା ଯାଏଁ ସରକାରଙ୍କ ନିୟମ ମାନିବା ସହ ସାମାଜିକ ଦୂରତା ରକ୍ଷା କରିବା ।

ଆଗାମୀ 6 ମାସ ଭିତରେ ଆସିପାରେ କୋରୋନା ଟୀକା : ଅଶୋକ ମହାପାତ୍ର

100 ବର୍ଷ ଭିତରେ ଆସିଛି ଏହି ମହାମାରୀ । ଫ୍ଲୁ , ସ୍ବାଇନ ଫ୍ଲୁ ଆଦି ମହାମାରୀ 1ବର୍ଷ ରୁ ଦୁଇ ବର୍ଷ ରହିଛି । ଏହି କୋରୋନା ଭାଇରସଟି 3 ମାସ ହେଲା ଆସିଛି । ଏହା ଦ୍ବାରା ସମସ୍ତେ ପ୍ରଭାବିତ ହେଉଛନ୍ତି । ଏହି ମହାମାରୀରେ କେବଳ ମନୁଷ୍ୟ ନୁହେଁ ପଶୁମାନେ ବି ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟର ଏକ ଅଗ୍ରୀମ ହସ୍ପିଟାଲ ସମ ହସ୍ପିଟାଲ ରେ 525 ବେଡ ବିଶିଷ୍ଟ ହସ୍ପିଟାଲ କରାଗଲା । ଏଠାରୁ 40ଟି ରୋଗୀଙ୍କୁ ଆରୋଗ୍ୟ କରିକି ଘରକୁ ପଠାଯାଇଛି । ଏନେଇ ସମସ୍ତ ଡାକ୍ତରମାନେ ପ୍ରସ୍ତୁତ ଅଛନ୍ତି ।

ଓଡିଶାରେ ଡାକ୍ତର, ନର୍ସ ସମସ୍ତେ ଅଭିଜ୍ଞ ଅଟନ୍ତି । 85 ଶତକଡା ସାଧାରଣ ରୋଗୀଙ୍କ ଲକ୍ଷଣ ନାହିଁ । 672 ଲୋକ ପଜିଟିଭ 3 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଡ଼ଃ ଅଶୋକ କହିଛନ୍ତି ଯେ, ଏହି ମହାମାରୀ କେତେ ଦିନ ରହିବା ତାହା କହିବା ସମ୍ଭବ ନୁହେଁ । ଗବେଷକ ମାନେ ଗବେଷଣା କରୁଛନ୍ତି । ଗୋଟେ ଭଲ ଟୀକା ଆଗାମୀ 6 ମାସ ମଧ୍ୟରେ ଆସିବାର ଆଶା ରହିଛି । ଏନେଇ ଟୀକା ଆସିବା ଯାଏଁ ସରକାରଙ୍କର ନିୟମକୁ ଅକ୍ଷରେ ଅକ୍ଷରେ ନିୟମାବଳୀ ମାନିବା ଆବଶ୍ୟକତା ରହୁଛି । ବିଶ୍ବରେ 100ଟି ସ୍ଥାନରେ ବର୍ତ୍ତମାନ ଗବେଷଣା ଚାଲିଛି । ଯାହା ଆଗାମୀ 6 ମାସ ଭିତରେ ଟୀକା ପ୍ରସ୍ତୁତ ହୋଇ ଆସିପାରେ ବୋଲି ଆଶା କରିଛନ୍ତି ସମ ହସ୍ପିଟାଲର କୁଳପତି ଅଶୋକ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.