ETV Bharat / city

ହ୍ରାସ ପାଉଛି ସଂକ୍ରମଣ ସଂଖ୍ୟା, ଦିନକରେ 868 ଚିହ୍ନଟ - କୋରୋନା ଅପଡେଟ୍‌

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ଦିନରେ 868 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ସଂକ୍ରମଣ ସଂଖ୍ୟା
ସଂକ୍ରମଣ ସଂଖ୍ୟା
author img

By

Published : Nov 18, 2020, 11:37 AM IST

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ 868 ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ଯେଉଁଥିରେ 502 ଜଣ କ୍ବାରେଣ୍ଟାଇନରୁ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 366 ଜଣ ଅଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 41, ବାଲେଶ୍ବରରୁ 52, ବରଗଡରୁ 26, ବରଗଡରୁ 26, ଭଦ୍ରକରୁ 6, ବଲାଙ୍ଗୀରରୁ 36, ବୌଦ୍ଧରୁ 4, କଟକରୁ 65, ଦେବଗଡରୁ 9, ଢେଙ୍କାନାଳରୁ 15, ଗଜପତିରୁ ଜଣେ, ଗଞ୍ଜାମରୁ 25, ଜଗତସିଂହପୁରରୁ 38 ଓ ଯାଜପୁରରୁ 31 ଜଣ ରହିଛନ୍ତି ।

ସେହିପରି ଝାରସୁଗୁଡାରୁ 22, କଳାହାଣ୍ଡିରୁ 36, କନ୍ଧମାଳରୁ 10, କେନ୍ଦ୍ରାପଡାରୁ 39, କେନ୍ଦୁଝରରୁ 19, ଖୋର୍ଦ୍ଧାରୁ 102, କୋରାପୁଟରୁ 15, ମାଲକାନଗିରିରୁ 3, ମୟୂରଭଞ୍ଜରୁ 46, ନବରଙ୍ଗପୁରରୁ 12, ନୟାଗଡରୁ 5, ନୂଆପଡାରୁ 33, ପୁରୀରୁ 30, ରାୟଗଡାରୁ 21, ସମ୍ବଲପୁରରୁ 22, ସୋନପୁରରୁ 2 ଓ ସୁନ୍ଦରଗଡରୁ 82 ଜଣ ଆକ୍ରାନ୍ତ ରହିଛନ୍ତି । ଷ୍ଟେଟ୍‌ ପୋଲ 20 ରହିଛି ।

ସେପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 31,09,20 ଥିବାବେଳେ 30,04,74 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 8818ଟି ସକ୍ରିୟ ମାମଲା ଥିବାବେଳେ 1575 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.