ETV Bharat / city

ରାଜ୍ୟରେ ଦିନକରେ 618 ଆକ୍ରାନ୍ତ, 3 ମୃତ

author img

By

Published : Jul 15, 2020, 10:50 AM IST

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 618 ଆକ୍ରାନ୍ତ ଚିହ୍ନଟ । ସେପଟେ ଆଉ 3ଜଣଙ୍କ ମୁଣ୍ଡ ନେଲା କୋରୋନା ।

ରାଜ୍ୟରେ ଦିନକରେ 618 ଆକ୍ରାନ୍ତ, 3 ମୃତ
ରାଜ୍ୟରେ ଦିନକରେ 618 ଆକ୍ରାନ୍ତ, 3 ମୃତ

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 618 ଆକ୍ରାନ୍ତ ଚିହ୍ନଟ । ସେପଟେ ଆଉ 3ଜଣଙ୍କ ମୁଣ୍ଡ ନେଲା କୋରୋନା ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 411 କ୍ବାରେଣ୍ଟାଇନ ସେଣ୍ଟର ଓ 207 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 14898 ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା 77ରେ ପହଞ୍ଚିଛି ।

ରାଜ୍ୟରେ ଦିନକରେ 618 ଆକ୍ରାନ୍ତ, 3 ମୃତ
ରାଜ୍ୟରେ ଦିନକରେ 618 ଆକ୍ରାନ୍ତ, 3 ମୃତ

22 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 14, ବାଲେଶ୍ବରରୁ 61, ଭଦ୍ରକରୁ 1, ବଲାଙ୍ଗୀରରୁ 2, ବୌଦ୍ଧରୁ 2, କଟକରୁ 16, ଢେଙ୍କାନାଳରୁ 2, ଗଞ୍ଜାମରୁ 286, ଜଗତସିଂହପୁରରୁ 26, ଯାଜପୁରରୁ 5, ଝାରସୁଗୁଡା 1, କେନ୍ଦ୍ରାପଡାରୁ 9, କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 107, କୋରାପୁଟରୁ 1, ମାଲକାନଗିରିରୁ 13, ମୟୂରଭଞ୍ଜରୁ 21, ନୟାଗଡରୁ 15, ପୁରୀରୁ 5, ରାୟଗଡାରୁ 1, ସମ୍ବଲପୁରରୁ 10 ଓ ସୁନ୍ଦରଗଡରୁ 15 ଜଣ ରହିଛନ୍ତି ।

ସେହିପରି ନୂଆ ମୃତକଙ୍କ ମଧ୍ୟରେ 2 ଜଣ ଗଞ୍ଜାମ ଓ ଜଣେ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି । ସମସ୍ତ ମୃତକ ପୁରୁଷ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.