ETV Bharat / city

ରାଜ୍ୟରେ 251 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ - ଜଣେ ମୃତ

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 19 ଜିଲ୍ଲାରେ ଆଉ 251 ଆକ୍ରାନ୍ତ ଚିହ୍ନଟ । ଆଉ ଜଣେ ଆକ୍ରାନ୍ତ ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ 251 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

author img

By

Published : Jul 1, 2020, 11:20 AM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 19 ଜିଲ୍ଲାରେ ଆଉ 251 ଆକ୍ରାନ୍ତ ଚିହ୍ନଟ । ଆଉ ଜଣେ ଆକ୍ରାନ୍ତ ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7316ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 26କୁ ବୃଦ୍ଧି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 208 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 43 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 1, ବାଲେଶ୍ବରରୁ 2, ବରଗଡରୁ 12, ବଲାଙ୍ଗୀରରୁ 4, କଟକରୁ 32, ଦେବଗଡରୁ 4, ଗଜପତିରୁ 6, ଗଞ୍ଜାମରୁ 102, ଝାରସୁଗୁଡାରୁ 5, କେନ୍ଦ୍ରାପଡାରୁ 4, ଖୋର୍ଦ୍ଧାରୁ 26, ମାଲକାନଗିରିରୁ 10, ମୟୂରଭଞ୍ଜରୁ 5, ନୟାଗଡରୁ 14, ପୁରୀରୁ 12, ସମ୍ବଲପୁରରୁ 2, ସୋନପୁରରୁ 1, ସୁନ୍ଦରଗଡରୁ 7, ଯାଜପୁରରୁ 1 ଓ ଏନଡିଆରଏଫରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ 251 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ରାଜ୍ୟରେ 251 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଅନ୍ୟପଟେ 5189 ଜଣ ସୁସ୍ଥ ହୋଇଥିବାବେଳେ 2094ଟି ସକ୍ରିୟ ମାମଲା ରହିଛି । ସେପଟେ ଗଞ୍ଜାମରେ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା 26ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.