ETV Bharat / city

ରାଜ୍ୟରେ ଦିନକରେ 2244 ଆକ୍ରାନ୍ତ ଚିହ୍ନଟ, 62 ହଜାର ଟପିଲା ସଂକ୍ରମିତ ସଂଖ୍ୟା

author img

By

Published : Aug 17, 2020, 11:28 AM IST

Updated : Aug 17, 2020, 12:15 PM IST

ରାଜ୍ୟରେ ଦିନକରେ 2244 ଆକ୍ରାନ୍ତ ଚିହ୍ନଟ, 62 ହଜାର ଟପିଲା ସଂକ୍ରମିତ ସଂଖ୍ୟା
ରାଜ୍ୟରେ ଦିନକରେ 2244 ଆକ୍ରାନ୍ତ ଚିହ୍ନଟ, 62 ହଜାର ଟପିଲା ସଂକ୍ରମିତ ସଂଖ୍ୟା

11:24 August 17

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ସମୁଦାୟ 2244ଜଣ ଆକ୍ରାନ୍ତ ଚିହ୍ନଟ । 10 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 1390 କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ 854 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।  

29 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 15, ବାଲେଶ୍ବରରୁ 142, ବରଗଡରୁ 35, ଭଦ୍ରକରୁ 104, ବଲାଙ୍ଗୀରରୁ 37, ବୌଦ୍ଧରୁ 49, କଟକରୁ 194, ଢେଙ୍କାନାଳରୁ 18, ଗଜପତିରୁ 6, ଗଞ୍ଜାମରୁ 243, ଜଗତସିଂହପୁରରୁ 16, ଯାଜପୁରରୁ 98, ଝାରସୁଗୁଡାରୁ 12, କଳାହାଣ୍ଡିରୁ 67, କନ୍ଧମାଳରୁ 121, କେନ୍ଦ୍ରାପଡାରୁ 27, କେନ୍ଦୁଝରରୁ 13, ଖୋର୍ଦ୍ଧାରୁ 311, କୋରାପୁଟରୁ 94, ମାଲକାନଗିରିରୁ 98, ମୟୂରଭଞ୍ଜରୁ 91, ନବରଙ୍ଗପୁରରୁ 21, ନୟାଗଡରୁ 13, ନୂଆପଡାରୁ 9, ପୁରୀରୁ 68, ରାୟଗଡାରୁ 160, ସମ୍ବଲପୁରରୁ 35, ସୋନପୁରରୁ 11 ଓ ସୁନ୍ଦରଗଡରୁ 136 ଜଣ ରହିଛନ୍ତି ।  

ସେପଟେ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ 4, ସୁନ୍ଦରଗଡ, ପୁରୀ, ରାୟଗଡା, ଗଞ୍ଜାମ, କଟକ ଓ ବରଗଡରୁ ଜଣେ ଲେଖାଏଁ ରହିଛନ୍ତି ।  

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 62,294ରେ ପହଞ୍ଚିଥିବାବେଳେ 42,276 ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ସେପଟେ 19,612ଟି ସକ୍ରିୟ ମାମଲା ରହିଛି । ସେହିପରି ମୋଟ 353 ଜଣଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Aug 17, 2020, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.